kiit

କିଟରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର

ଭୁବନେଶ୍ୱର : କିଟ ବିଶ୍ଵବିଦ୍ୟାଳୟ ପରିସରରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର ଉଦଘାଟିତ ହୋଇଛି । ଏହାର ବିଷୟ ବସ୍ତୁ ରହିଛି ଟ୍ରାନ୍ସଲେସନାଲ…

2 days ago

ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ : ଭାରତରେ ଏକ ନମ୍ବର ଓ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଛି କିଟ୍‍ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର (କେନ୍ୟୁଜ): ପ୍ରତିବର୍ଷ ପରି ଚଳିତ ବର୍ଷ ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ କିଟ୍‍ ବିଶ୍ୱବିଦ୍ୟାଳୟ ସମଗ୍ର ବିଶ୍ୱରେ…

3 days ago

ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ ରଗ୍‍ବୀ ୭-ଏସ୍‍ ଚାମ୍ପିୟନ୍‍ସିପରେ କିଟ୍‍ ବିଶ୍ୱବିଦ୍ୟାଳୟର ୩ଜଣ ଖେଳାଳି

ଫ୍ରାନ୍‍ସର ଏକ୍‍ସ ଏନ୍‍ ରାଜ୍ୟରେ ଜୁନ୍‍ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ ରଗ୍‍ବୀ ୭-ଏସ୍‍ ଚାମ୍ପିୟନ୍‍ସିପ ୨୦୨୪ରେ ଅଂଶଗ୍ରହଣ…

1 week ago

ସମାପନ ହେଲା ଶ୍ରୀ ବାଣୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହଳଦୀପାଣି ଉତ୍ସବ

ଭୁବନେଶ୍ୱର: ଶ୍ରୀ ବାଣୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହଳଦୀପାଣି ଉତ୍ସବ ଆଜି ସମାପନ ହୋଇଯାଇଛି । ପ୍ରଥମ ସେବକ ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ସମସ୍ତ ରୀତିନୀତି ସମାପ୍ତ ହେବାପରେ…

2 weeks ago

କିଟ୍‍ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଲେ ମଙ୍ଗୋଲିଆ ରାଷ୍ଟ୍ରଦୂତ ଗନ୍‍ବୋଲ୍‍ଡ ଦାମ୍ବାଜୟ

ଭୁବନେଶ୍ୱର : ମଙ୍ଗୋଲିଆରେ ମହିଳାଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ ବୋଲି ଭାରତରେ ଅବସ୍ଥାପିତ ମଙ୍ଗୋଲିଆ ରାଷ୍ଟ୍ରଦୂତ ଗନ୍‍ବୋଲ୍‍ଡ ଦାମ୍ବାଜୟ କହିଛନ୍ତି । ଆଜି ଅନୁଷ୍ଠିତ କିଟ୍‍ ବିଶ୍ୱବିଦ୍ୟାଳୟର…

2 weeks ago

ପ୍ରଫେସର ଶରଣଜିତ ସିଂହଙ୍କୁ କିଟ୍‍ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଦାୟିତ୍ୱ

ଭୁବନେଶ୍ୱର : କିଟ୍‍ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ଶରଣଜିତ ସିଂହ ଦାୟିତ୍ୱ ଗ୍ରହଣ କରିଛନ୍ତି । କୁଳପତି ଚୟନ ନିମନ୍ତେ ବିଧିବଦ୍ଧ ଭାବେ ବିଜ୍ଞପ୍ତି…

3 weeks ago

ଟାଇମ୍‍ସ ହାୟର ଏଜୁକେସନ୍‍ ୟଙ୍ଗ ୟୁନିଭରସିଟି ର‍୍ୟାଙ୍କିଙ୍ଗ, କିଟ୍‍ ୧୧ତମ ଶ୍ରେଷ୍ଠ ଭାରତୀୟ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଟାଇମ୍‍ସ ହାୟର ଏଜୁକେସନ୍‍ ୟଙ୍ଗ ୟୁନିଭରସିଟି ର‍୍ୟାଙ୍କିଙ୍ଗ ଆଜି ପ୍ରକାଶ ପାଇଛି । ସମ୍ମାନଜନକ ଟାଇମ୍‍ସ ହାୟର ଏଜୁକେସନ୍‍…

1 month ago

ଶ୍ରୀବାଣୀକ୍ଷେତ୍ରରେ ରଥକାଠ ଅନୁକୂଳ, ୨୯ରେ ଭଉଁରୀ ଯାତ୍ରା

ଆଜି ପବିତ୍ର ଅକ୍ଷୟ ତୃତୀୟା । ପରମ୍ପରା ଅନୁଯାୟୀ ଆଜିଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥାଏ । ଆଜି ସକାଳ ୯ଟାରେ ଶ୍ରୀବାଣୀକ୍ଷେତ୍ରରେ…

1 month ago

କିଟ୍‍ ଓ କିସ୍‍ର ୫ ଛାତ୍ରଛାତ୍ରୀଙ୍କ ପ୍ୟାରିସ୍‍ ଅଲିମ୍ପିକ୍‍ ଯୋଗ୍ୟତା ହାସଲ

ଭୁବନେଶ୍ୱର : କିଟ୍‍ ଓ କିସ୍‍ର ୫ ଛାତ୍ରଛାତ୍ରୀଙ୍କ ପ୍ୟାରିସ୍‍ ଅଲିମ୍ପିକ୍‍ ଯୋଗ୍ୟତା ଅର୍ଜନ କରିଛନ୍ତି। କିଟ୍‍ ବିଶ୍ୱବିଦ୍ୟାଳୟ ଛାତ୍ରୀ ତଥା ଅଲିମ୍ପିଆନ୍‍ ପ୍ରିୟଙ୍କା ଗୋସ୍ୱାମୀ ପ୍ୟାରିସ୍‍…

2 months ago

କିଟ୍ ଓ କିସ୍ ପରିଦର୍ଶନ କଲେ ଜାପାଇଗୋ ପ୍ରତିନିଧି ଦଳ

ଭୁବନେଶ୍ୱର : କିଟ୍ ଓ କିସ୍ ପରିଦର୍ଶନ କଲେ ଜାପାଇଗୋ ପ୍ରତିନିଧି ଦଳ। ଆଜି କିଟ୍ ଓ କିସ ବିଶ୍ଵବିଦ୍ୟାଳୟର ପରିଦର୍ଶନ ପାଇଁ ଜାପାଇଗୋର ତିନି ଜଣ…

2 months ago

ବିଷୁବ ସଂକ୍ରାନ୍ତି ଅବସରରେ କିଟ୍‍ ଓ କିସରେ ପାଳିତ ହେଲା ଓଡ଼ିଆ ନବବର୍ଷ

ଭୁବନେଶ୍ୱର : ଓଡ଼ିଆ ନବବର୍ଷ ଓ ବିଷୁବ ସଂକ୍ରାନ୍ତି ଅବସରରେ କିଟ୍‍ ଓ କିସରେ ଆଜି ଅନେକଗୁଡ଼ିଏ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତବର୍ଷ…

2 months ago

କିଟ୍ ରେ ଇଫତାର ପାର୍ଟି, ଯୋଗଦେଲେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : କିଟ୍ ଶିକ୍ଷାନୁଷ୍ଠାନ ସମୁହ ଓ କିସ୍ ପକ୍ଷରୁ ଇଫତାର ପାର୍ଟି ଆୟୋଜିତ ହୋଇଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ରମଜାନ ମାସରେ ଆୟୋଜିତ ଏହି…

2 months ago