ବିଶ୍ୱ କବି ସମ୍ମିଳନୀରେ ମୁଖ୍ୟ ଆକର୍ଷଣ ସାଜିଲା କିସର କୁନି ବାଗ୍ନି ସୁଦ୍ୟେସ୍ନା, ବିଶ୍ୱର ପ୍ରତିଷ୍ଠିତ କବିଙ୍କ ଆଗରେ ରଖିଥିଲା ନିଜର ଭାଷଣ

ବିଶ୍ୱ କବି ସମ୍ମିଳନୀରେ ଦେଶ ବିଦେଶର ବହୁ ପ୍ରତିଷ୍ଠିତ କବି ଯୋଗ ଦେଇଥିଲେ। କିନ୍ତୁ ଆଜିର ମୁଖ୍ୟ ଆକର୍ଷଣ ପାଲଟିଥିଲେ ଛଅ ବର୍ଷର କୁନି ଝିଅ। କିସ୍‌ରେ ପଢୁଥିବା ଝିଅଟି, ଗାନ୍ଧୀଙ୍କୁ ନେଇ ଦେଇଥିବା ଅଭିଭାଷଣ ସମସ୍ତଙ୍କୁ ଅଭିଭୂତ କରିଥିଲେ। ଗତ ୨୮ ତାରିଖରେ ଏକ କାର୍ଯ୍ୟକ୍ରମରେ ସେ ରଖିଥିବା ଭାଷଣା ସୋସିଆଲ ମିଡିଆରେ ବେଶ ଲୋକପ୍ରିୟ ହୋଇଛି। କୁନି ଝିଅଟି ଆଜି ବିଶ୍ୱର ପ୍ରତିଷ୍ଠିତ କବିଙ୍କ ଆଗରେ ରଖିଥିଲା ନିଜର ଭାଷଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.