ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱରରେ ପହଂଚିଛନ୍ତି ଓଡ଼ିଆ ଝିଅ ନମିତା ମେଲେକା। ମୁମ୍ବାଇର ଏକ ଷ୍ଟୁଡ଼ିଓରେ ଗୀତ ରେକଡିଂ ସରି ନମିତା ଫେରିଛନ୍ତି। ହକୀ ବିଶ୍ୱକପ ୨୦୨୩ରେ କଟକରେ ଆୟୋଜିତ ହେବାକୁ ଥିବା ଉଦଘାଟନୀ କାଯ୍ୟକ୍ରମରେ ଗୀତ ପରିବେଷଣ କରିବେ କୋରାପୁଟ ଝିଅ ନମିତା।
ଗରିବ ପରିବାରରେ ଜନ୍ମ ନେଇଥିଲେ ବି ସଂଗୀତ ପ୍ରତିଥିବା ଭଲ ପାଇବା ଆଉ ଦକ୍ଷତା ନମିତାଙ୍କୁ ଆଜି ସଫଳତାର ଶୀର୍ଷରେ ପହଂଚେଇଛି।
ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…
ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…
ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…
ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…
ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…
ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…