Below header

ମୁମ୍ବାଇରେ ଗୀତ ରେକର୍ଡ କରି ଓଡ଼ିଶା ଫେରିଲେ କୋରାପୁଟ ଝିଅ ନମିତା: ହକୀ ବିଶ୍ୱକପ ଉଦଘାଟନୀ କାର୍ଯ୍ୟକ୍ରମରେ ଗାଇବେ ଗୀତ 

ଭୁବନେଶ୍ବର(କେନ୍ୟୁଜ୍):  ଭୁବନେଶ୍ୱରରେ ପହଂଚିଛନ୍ତି ଓଡ଼ିଆ ଝିଅ ନମିତା ମେଲେକା।  ମୁମ୍ବାଇର ଏକ ଷ୍ଟୁଡ଼ିଓରେ ଗୀତ ରେକଡିଂ ସରି ନମିତା ଫେରିଛନ୍ତି।  ହକୀ ବିଶ୍ୱକପ ୨୦୨୩ରେ କଟକରେ ଆୟୋଜିତ ହେବାକୁ ଥିବା ଉଦଘାଟନୀ କାଯ୍ୟକ୍ରମରେ ଗୀତ ପରିବେଷଣ କରିବେ କୋରାପୁଟ ଝିଅ ନମିତା।

ଗରିବ ପରିବାରରେ ଜନ୍ମ ନେଇଥିଲେ ବି ସଂଗୀତ ପ୍ରତିଥିବା ଭଲ ପାଇବା ଆଉ ଦକ୍ଷତା ନମିତାଙ୍କୁ ଆଜି ସଫଳତାର ଶୀର୍ଷରେ ପହଂଚେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.