ରାଉରକେଲା(କେନ୍ୟୁଜ୍): ରାଉରକେଲାରେ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ । ବୁଧବାର ସହରର ଫଟାପାଇପ ଅଞ୍ଚଳ ବନ୍ଧମୁଣ୍ଡା – ରାଉରକେଲା ରାସ୍ତା ଦେଇ ଯାଆସ କରୁଥିବା ଯାତ୍ରୀମାନଙ୍କ ଠାରୁ ଡକାୟତି କରିବାକୁ ଯୋଜନା କରୁଥିବା ଗ୍ୟାଙ୍ଗକୁ ଧରିଛି ପ୍ଲାଣ୍ଟସାଇଟ ପୋଲିସ ।
ଅଭିଯୁକ୍ତଙ୍କ ଠାରୁ ୪ଟି ପିସ୍ତଲ , ୩୨ ରାଉଣ୍ଡ ଜୀବନ୍ତ ଗୁଳି , ୨ଟି ଦେଶୀ ବୋମା , ୨ଟି ଖଣ୍ଡା ଏବଂ ଗୋଟିଏ କାର ଜବତ ହୋଇଛି । ଧରା ପଡିଥିବା ଚାରି ଜଣ ଡକାୟତଙ୍କ ନାଁରେ ପୂର୍ବରୁ ଡକାୟତି ଓ ଛିନତାଇ ଭଳି ଅପରାଧିକ ମାମଲା ରହିଛି।
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…