ରାଜ୍ୟ

ଯଦୁପୁର ନାବାଳିକା ମର୍ଡର ମିଷ୍ଟ୍ରିର ଖୁଲାସା: ହତ୍ୟା ପରେ ଦୁଷ୍କର୍ମ ଉଦ୍ୟମ କରିଥିଲା ଅଭିଯୁକ୍ତ, ଜଳ ନିଷ୍କାସନ ପରେ ପୋଖରୀରୁ ମିଳିଲା ଲେଗିଙ୍ଗସ୍‌

ନୟାଗଡ଼ : ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲା । ପୋଖରୀରୁ ଜଳ ନିଷ୍କାସନ ପରେ ଜବତ ହେଲା ମୃତ ନାବାଳିକାର ଲେଗିଙ୍ଗସ୍‌ । ଗତକାଲି ସକାଳୁ ଘର ପାଖ ପୋଖରୀରୁ ଓଡ୍ରାଫ୍‌ ଟିମ୍‌ ସହାୟତାରେ ପାଣି ନିଷ୍କାସନ ପ୍ରକ୍ରିୟା ଜାରି ରଖିଥିଲା ଏସ୍‌ଆଇଟି । ଦୀର୍ଘ ୧୭ ଘଣ୍ଟା ପରେ ମୃତ ନାବାଳିକାର ଲେଗିଙ୍ଗସ୍‌ ଜବତ କରିଛି ଏସ୍‌ଆଇଟି ।

ସେହି ଲେଗିଙ୍ଗସଟି ପଲିଥିନ ଭିତରେ ରହିଥିଲା। ପରୀ ମର୍ଡର ମିଷ୍ଟ୍ରି ଉପରୁ ଗତକାଲି ପରଦା ହଟାଇଥିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ନାବାଳିକାକୁ ହତ୍ୟା ପରେ ଦୁଷ୍କର୍ମ ଉଦ୍ୟମ କରିଥିଲା ଅଭିଯୁକ୍ତ ସରୋଜ ସେଠୀ । ସେ ହିଁ ମୁଖ୍ୟ ଅଭିଯୁକ୍ତ । ସେ ସବୁଦିନ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଦେଖୁଥିଲା । ମୋବାଇଲରେ ଛୋଟ ପିଲାଙ୍କ ଅଶ୍ଳୀଳ ଭିଡିଓ ଦେଖେ ।

ଜଘନ୍ୟକାଣ୍ଡ ଘଟାଇବାର ପୂର୍ବ ଦିନ ସାରା ରାତି ସରୋଜ ଦେଖିଥିଲା ଅଶ୍ଳୀଳ ଭିଡିଓ । ଦୁଷ୍କର୍ମ ଉଦ୍ୟମ ବେଳେ ପାଟି କରିବାରୁ ତଣ୍ଟି ଚିପି ହତ୍ୟା କରିଥିଲା । ମୃତଦେହ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା ସରୋଜ । ସେପଟେ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଇ ତନାଘନା ଚଲାଇଛି ପୋଲିସ। ଆଜି ତାର ରିମାଣ୍ଡର ଦ୍ୱିତୀୟ ଦିନ।

Sonalisa

Recent Posts

ଦୀର୍ଘ ସମୟ ହେଲା ନାଳରେ ଫସି ରହିଛନ୍ତି ୩ ହାତୀ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ନରସିଂହପୁର: ବିପଦରେ ଗଜରାଜ । ତାଙ୍କୁ ଦେଖିବା ପାଇଁ ଲୋକଙ୍କର ନାହିଁ ନଥିବା ଭିଡ଼ । କିଏ ହୋ ହୋ…

16 mins ago

ଜମି ଜମା ବିବାଦକୁ ନେଇ ଖଣ୍ଡାରେ ହାଣିଲା ବଡ଼ ଭାଇ, ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ

ମୟୁରଭଞ୍ଜ : ଜମି ଜମା ବିବାଦକୁ ନେଇ କରୁଣ ପରିଣିତି । ସାନ ଭାଇକୁ ଖଣ୍ଡାରେ ହାଣିଲା ବଡ଼ ଭାଇ…

36 mins ago

ପାଟନା: ୧୭ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ଗଙ୍ଗା ନଦୀରେ ଓଲଟିଲା, ୬ ନିଖୋଜ; ଚାଲିଛି ରେସ୍‌କ୍ୟୁ ଅପରେସନ

ବିହାରରେ ବଡ଼ ଧରଣର ନୌକା ଦୁର୍ଘଟଣା । ପାଟନାର ବାଢ଼ରେ ଉମାନାଥ ଘାଟରେ ଏକ ଯାତ୍ରୀବାହୀ ଡଙ୍ଗା ଗଙ୍ଗା ନଦୀରେ…

39 mins ago

ହାତୀ ଆକ୍ରମଣରେ ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି

କାମାକ୍ଷାନଗର : ହାତୀ ଆକ୍ରମଣରେ ମହିଳା ଗୁରୁତର । ଗୁରୁତର ମହିଳା ହେଲେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଗ୍ରାମର…

51 mins ago

୩୦ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

ବୌଦ୍ଧ ହରଭଙ୍ଗା : ବୌଦ୍ଧ ଅବକାରୀ ବିଭାଗର ଜିଲ୍ଲା ମୋବାଇଲ୍ ୟୁନିଟ୍ ପକ୍ଷରୁ ମହାନଦୀ ୫୭ ନମ୍ବର ଜାତୀୟ ରାଜପଥର…

1 hour ago

ମଥୁରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ , ବୃଦ୍ଧା ପୋଡ଼ି ଗୁରୁତର

ବୌଦ୍ଧ/ହରଭଂଗା : ବିଳମ୍ବିତ ରାତ୍ରରେ ବୌଦ୍ଧ ଥାନା ଅନ୍ତର୍ଗତ ମଥୁରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ଗୋଟିଏ…

1 hour ago