Categories: ରାଜ୍ୟ

ରାଜ୍ଯ କମିଶନ୍ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର ଏବଂ ଭିନ୍ନକ୍ଷମ କମିଶନର ମିନତୀ ବେହେରାଙ୍କ ଇସ୍ତଫା

ଭୁବନେଶ୍ବର (କେନ୍ଯୁଜ୍) : ବିଜୁ ମହିଳା ଜନତା ଦଳରେ ବଡ଼ ଧରଣର ପରିବର୍ତ୍ତନ । ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପଦରୁ ହଟିଲେ ପ୍ରମିଳା ମଲ୍ଲିକ । ତାଙ୍କୁ ମିଳିଛି ବିଜେଡି ରାଜ୍ୟ ଉପସଭାପତି ନିଯୁକ୍ତି । ଏହାସହ ବିଜେଡି ମହିଳା ଦଳର ଉପଦେଷ୍ଟା ଦାୟିତ୍ୱ ବି ତୁଲାଇବେ ପ୍ରମିଳା । ରାଜ୍ୟ ଭିନ୍ନକ୍ଷମ କମିଶନର ପଦରୁ ଇସ୍ତଫା ଦେଇଥିବା ମୀନତି ବେହେରା ହୋଇଛନ୍ତି ବିଜୁ ମହିଳା ଜନତା ଦଳର ନୂଆ ସଭାନେତ୍ରୀ । ଜ୍ୟୋତି ପାଣିଗ୍ରାହୀ ଓ କସ୍ତୁରୀ ମହାପାତ୍ରଙ୍କୁ ବିଜେଡି ମହିଳା ଦଳର ସହ-ଉପଦେଷ୍ଟା ଭାବରେ ନିଯୁକ୍ତି ପାଇଛନ୍ତି ।

ଏମାନଙ୍କ ବ୍ୟତୀତ ୪ ଜଣଙ୍କୁ କାର‌୍ୟ୍ୟକାରୀ ସଭାନେତ୍ରୀ ଭାବରେ ନିଯୁକ୍ତି ମିଳିଛି । ଶ୍ରୀମୟୀ ମିଶ୍ର, ଲୋପାମୁଦ୍ରା ବକ୍ସିପାତ୍ର, ସୁଲୋଚନା ଦାସ, ଗୀତାରାଣୀ ବସ୍ତିଆ ବିଜେଡି ମହିଳା ଦଳର କାର‌୍ୟ୍ୟକାରୀ ସଭାନେତ୍ରୀ ନିଯୁକ୍ତି ହୋଇଛନ୍ତି । ସୁଲତା ଦେଓ ବିଜେଡି ମହିଳା ଜନତା ଦଳର ସାଧାରଣ ସମ୍ପାଦିକା ଓ ଏଲିନା ଦାସଙ୍କୁ ମିଳିଛି ସମ୍ପାଦିକା ନିଯୁକ୍ତି ହୋଇଛନ୍ତି ।

KNews Bureau

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

6 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

12 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

25 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago