ଗଜପତି (କେନ୍ୟୁଜ୍) : ତିତଲି ବାତ୍ୟାକୁ ଆଜି ପୂରିଲା ଏକ ମାସ । ହେଲେ ଏବେ ବି ଅଣ୍ଟା ସଳଖି ଠିଆ ହୋଇପାରିନାହାନ୍ତି ଲୋକେ । ଏକ ମାସ ପରେ ଗଜପତି ରାୟଗଡ଼ ବ୍ଲକ ମାଡ଼ବା ଗାଁର ସ୍ଥିତି ପରଖା ଯାଇଛି। ସ୍ଥାନୀୟ ଅଞ୍ଚଳରେ ଏବେ ଅସ୍ଥାୟୀ ରାସ୍ତା ନିର୍ମାଣ କାମ ଚାଲିଛି । ବିଦ୍ୟୁତ ସେବା ପହଞ୍ଚାଇବା ପାଇଁ ଦିନ ରାତି ଉଦ୍ୟମ କରାଯାଉଛି । ଏହି ଅଞ୍ଚଳ ମହେନ୍ଦ୍ରଗିରି ପର୍ବତ ପାଦ ଦେଶରେ ହୋଇଥିବାରୁ ଭୂସ୍ଖଳନ ଯୋଗୁ ଅନେକ କ୍ଷୟକ୍ଷତି ହୋଇଥିଲା । ଏବେ ଧୀରେ ଧୀରେ ସବୁ ଠିକ୍ ହେବାରେ ଲାଗିଛି ।
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…