Below header

ତିତଲି ବାତ୍ୟାକୁ ଆଜି ପୂରିଲା ଏକ ମାସ

ଗଜପତି (କେନ୍ୟୁଜ୍) : ତିତଲି ବାତ୍ୟାକୁ ଆଜି ପୂରିଲା ଏକ ମାସ । ହେଲେ ଏବେ ବି ଅଣ୍ଟା ସଳଖି ଠିଆ ହୋଇପାରିନାହାନ୍ତି ଲୋକେ । ଏକ ମାସ ପରେ ଗଜପତି ରାୟଗଡ଼ ବ୍ଲକ ମାଡ଼ବା ଗାଁର ସ୍ଥିତି ପରଖା ଯାଇଛି। ସ୍ଥାନୀୟ ଅଞ୍ଚଳରେ ଏବେ ଅସ୍ଥାୟୀ ରାସ୍ତା ନିର୍ମାଣ କାମ ଚାଲିଛି । ବିଦ୍ୟୁତ ସେବା ପହଞ୍ଚାଇବା ପାଇଁ ଦିନ ରାତି ଉଦ୍ୟମ କରାଯାଉଛି । ଏହି ଅଞ୍ଚଳ ମହେନ୍ଦ୍ରଗିରି ପର୍ବତ ପାଦ ଦେଶରେ ହୋଇଥିବାରୁ ଭୂସ୍ଖଳନ ଯୋଗୁ ଅନେକ କ୍ଷୟକ୍ଷତି ହୋଇଥିଲା । ଏବେ ଧୀରେ ଧୀରେ ସବୁ ଠିକ୍ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.