ବନ୍ୟା ସାରିଦେଲା ସବୁ, ବର୍ଷ ବର୍ଷ ବିତିଗଲା ପରେ ବି ଆସିକା ଓ ବେଲଗୁଣ୍ଠା ଲୋକେ କାନ୍ଦୁଛନ୍ତି ବାଲିଚର ଖେତକୁ ଦେଖି
ଭଞ୍ଜନଗର (କେନ୍ୟୁଜ୍) : ବାତ୍ୟା, ବନ୍ୟା ଆଉ ଆସିକା ଓ ବେଲଗୁଣ୍ଠା ବ୍ଲକ୍ । ଫାଇଲିନ୍, ତିତିଲି ଉଜାଡ଼ି ଦେଇଥିଲା ଏ ଅଞ୍ଚଳକୁ । ଯେଉଁଠି ଏବେବି ବାଲିଚର ତଳେ ଦବି ରହିଛି ଲୋକଙ୍କ ଆହାର ବା ଖେତ। କଣ ଏମାନଙ୍କ ଦୁର୍ଦ୍ଦଶା ବୁଝିବାକୁ କେହି ନାହାନ୍ତି ? ବର୍ଷ ବର୍ଷ ଧରି କଷ୍ଟ ସହୁଥିବା ଲୋକଙ୍କ…