ୱେଷ୍ଟଇଣ୍ଡିଜରେ ଚାଲିଥିବା ଟି-୨୦ ମହିଳା ବିଶ୍ୱକପରେ ଆଜି ଭାରତ-ପାକିସ୍ତାନ ମୁକାବିଲା

ୱେଷ୍ଟଇଣ୍ଡିଜରେ ଚାଲିଥିବା ଟି-୨୦ ମହିଳା ବିଶ୍ୱକପରେ ଆଜି ଭାରତ-ପାକିସ୍ତାନ ମୁକାବିଲା । ଉଭୟ ଦଳର ଚଳିତ ବିଶ୍ୱକପରେ ଆଜି ଦ୍ୱିତୀୟ ମ୍ୟାଚ୍ । ଭାରତ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ହେଲେ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଥିଲା ପାକିସ୍ତାନ । ପ୍ରଥମ ମ୍ୟାଚରେ ଭାରତ ଅଧିନାୟକ ହରମନପ୍ରୀତ୍ କୌର ଶତକ ହାସଲ କରିଥିଲେ । ଟି-୨୦ ବିଶ୍ୱକପରେ ଶତକ ହାସଲ କରିବାରେ ହରମନପ୍ରୀତ୍ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ।

Leave A Reply

Your email address will not be published.