ଯାଜପୁର (କେନ୍ୟୁଜ): ମାଛଧରାଳିର ବନ୍ସି କଣ୍ଟାରେ ଲାଗି ଖରସ୍ରୋତା ନଦୀ ଗର୍ଭରୁ ଉଦ୍ଧାର ହେଲା ଭଗବାନ ଶ୍ରୀକୃଷ୍ଣଙ୍କର ଦେଢଫୁଟ ର ମୁଗୁନି ପଥର ବିଗ୍ରହ।ଏପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଶ୍ରୀବନ୍ତପୁର ଅଂଚଳରେ।ଶ୍ରୀବନ୍ତପୁର ନିକଟରେ ରହିଛି ଯୋକଡ଼ିଆ ବ୍ୟାରେଜ।ଏହି ବ୍ୟାରେଜ ନିକଟ ଖରସ୍ରୋତା ନଦୀରେ ପ୍ରତିଦିନ ବନସି ପକାଇ ମାଛ ଧରନ୍ତି ଶ୍ରୀବନ୍ତପୁର ଗାଁଖଲିଲ ଖାନ ।ତେବେ ୪/୫ ଦିନ ତଳେ ସେ ନଦୀରେ ବନସି ପକାଇ ମାଛ ଧରୁଥିବା ବେଳେ ବନସିରେ ଏକ ବଡ ମାଛ ଲାଗିଥିବା ଅନୁମାନ କରି ପାଣିରେ ବୁଡିଥିଲେ।
ଏହାପରେ ସେ ପାଣିରୁ ସେହି ମୃତ୍ତିଟିକୁ ଉଦ୍ଧାର କରିବା ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏବେ ମୃତ୍ତିଟିକୁ ଶ୍ରୀବନ୍ତପୁର ଗାଁ ଠାକୁର ଘରେ ରଖାଯାଇଛି।ଏହି ମୃତ୍ତିର ଉଚ୍ଚତା ଦେଢଫୁଟ ହୋଇଥିବା ବେଳେ ଏହା ପ୍ରାୟ କେଜି ଓଜନର ହେବ ବୋଲି ଉଦ୍ଧାର କାରୀ କହିଛନ୍ତି ।ଏତେ ସୁନ୍ଦର ନିଖୁଣ ମୂର୍ତ୍ତି ନଦୀ ଗର୍ଭକୁ କିପରି ଆସିଲା ସେନେଇ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି।
ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…