ସୋର (କେନ୍ୟୁଜ): ଲଭ-ସେକ୍ସ-ଧୋକା । ସ୍ୱାମୀ ନାମରେ ପ୍ରତାରଣା ଅଭିଯୋଗ ଆଣିଲେ ଗର୍ଭବତୀ । ସ୍ୱାମୀର ଘର ସମ୍ମୁଖରେ ଧାରଣାରେ ବସିଛନ୍ତି ହାଇଦ୍ରାବାଦର ଜଣେ ମହିଳା । ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ବେଲସବିର ଗାଁର ଅବିନାଶ ପରିଡ଼ାଙ୍କ ନାମରେ ପ୍ରତାରଣା ଅଭିଯୋଗ । ଗାଁରେ ଅନିବାଶଙ୍କ ପତ୍ନୀ ରହୁଥିବା ବେଳେ ସେ ହାଇଦ୍ରବାଦକୁ କାମ କରିବାକୁ ଯାଇଥିଲେ । ସେଠାରେ ଏକ ହୋଟେଲରେ କାମ କରୁଥିବା ବେଳେ ଅନ୍ୟ ଯୁବତୀଙ୍କ ପ୍ରେମରେ ପଡିଥିଲେ । ପ୍ରେମ ସମ୍ପର୍କ ନିବିଡ ହେବାରୁ ଉଭୟ ଏକ ମନ୍ଦିରରେ ବିବାହ କରିଥିଲେ । ହେଲେ ପରେ ଅବିନାଶ ଫେରାର ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି ।
ଗତ ୨ଦିନ ତଳେ ମହିଳା ହାଇଦ୍ରାବାଦରୁ ଆସି ସୋରରେ ପହଞ୍ଚି ଥାନାରେ ଅଭିଯୋଗ କରିଥିଲେ । ଅବିନାଶ ଦୁଇଟି ଲାପଟପ୍ ଓ ନଗଦ ଟଙ୍କା ନେଇ ଜାନୁୟାରୀ ୫ତାରିଖରୁ ଫେରାର ଥିବା ସେ ଅଭିଯୋଗ ଆଣିଛନ୍ତି । ଅନ୍ୟପକ୍ଷରେ ଅବିନାଶ ଗତ ଜାନୁଆରୀ ୧୮ରୁ ନିଖୋଜ ଥିବା ତାଙ୍କ ବାପା କହିଛନ୍ତି । ଅବିନାଶଙ୍କ ପତ୍ନୀ ଏସମ୍ପର୍କରେ ଜାଣି ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଇଛନ୍ତି ।
ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…