ରାଜ୍ୟ

ନୂଆପଡ଼ା ଜିଲ୍ଲାରୁ ମାଓ କ୍ୟାମ୍ପ ଠାବ, ବିପୁଳ ମାଓ ସାମଗ୍ରୀ ଜବତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ମାଓ କ୍ୟାମ୍ପ ଠାବ । ବିପୁଳ ମାଓ ସାମଗ୍ରୀ ଜବତ । ବୋଡେନ ଥାନା ପାଟଦରା ସଂରକ୍ଷିତ ଜଙ୍ଗଲରେ ସିଆରପିଏଫ ଯବାନଙ୍କ କମ୍ବିଂ ଅପରେସନ ବେଳେ ମାଓ ସାମଗ୍ରୀ ଜବତ ହୋଇଛି । ଏକ ବଡ଼ ଧରଣର ଅଘଟଣ ପାଇଁ ଯୋଜନା କରୁଥିଲା ଲାଲବାହିନୀ । ନୂଆପ଼ଡା ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସିଆରପିଏ୍‌ଫ୍‌ ଯବାନ ଆରମ୍ଭ କରିଥିଲେ କମ୍ବିଂ ଅପରେସନ୍‌ । ଯବାନଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ ମାଓବାଦୀ । ସୁରକ୍ଷାବାହିନୀର ପାଲଟା ଆକ୍ରମଣରେ ଛତ୍ରଭଙ୍ଗ ଦେଇଥିଲା ମାଓବାଦୀ ।

 

KNews Bureau

Recent Posts

ବରମୁଣ୍ଡା ବିଦ୍ୟୁତ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍ଥାନୀୟ ବରମୁଣ୍ଡା ବିଦ୍ୟୁତ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଏ ଅବସରରେ ବିଦ୍ୟୁତ ବିଭାଗର…

6 mins ago

ପଥର ସନ୍ଧିରେ IED ଲୁଚାଇ ରଖିଥିଲେ ମାଓବାଦୀ, ଜବତ କଲେ ବିଏସଏଫ ଯବାନ

ଲମତାପୁଟ (କେନ୍ୟୁଜ୍‌): ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ IED ବିସ୍ଫୋରକ ଜବତ । ଲମତାପୁଟ ବ୍ଲକ ଖଡାପୁଟ ଜଙ୍ଗଲରେ ଏକ ପଥର ସନ୍ଧିରେ…

8 mins ago

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଅନ୍ତରୀଣ ଜାମିନ୍‌ ଖାରଜ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରୁ ମିଳିଛି ବଡ଼ ଝଟ୍‌କା । କୋର୍ଟ…

15 mins ago

ଟି୨୦ ବିଶ୍ୱକପ : ଭାରତ ଏବଂ ପାକିସ୍ତାନ ମ୍ୟାଚ ପାଇଁ ଟିକେଟ କିଣିବାର ସୁଯୋଗ, ଆଇସିସି ଦେଲା ଅଫର

ଟି୨୦ ବିଶ୍ୱକପରେ ଭାରତ ବନାମ ପାକିସ୍ତାନ ମ୍ୟାଚକୁ ନେଇ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ମ୍ୟାଚକୁ ଦେଖିବାକୁ ପାଇଁ…

21 mins ago

କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ବିଶ୍ୱ ପରିବେଶ ଦିବସ। ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଏହି ଦିନ ପାଳନ କରାଯାଉଛି। ପରିବେଶକୁ ପ୍ରଦୂଷଣରୁ…

31 mins ago

ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ ତରଭୁଜ, ଏଭଳି କରନ୍ତୁ ବ୍ୟବହାର

ଖରାଦିନେ ବଜାରରେ ଅଧିକ ସଂଖ୍ୟାରେ ତରଭୁଜ ବିକ୍ରି ହୋଇଥାଏ । ତରଭୁଜରେ ୯୦ ପ୍ରତିଶତ ପାଣିର ମାତ୍ରା ଥିବାରୁ ଏହା…

36 mins ago