ରାଜ୍ୟ

ଚର୍ଚ୍ଚାରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ: କେତେବେଳେ କୋଦାଳ ଧରି ବଗିଚାରେ କାମ କରନ୍ତି ତ, ଆଉ କେତେବେଳେ ଜମିରେ କାଟନ୍ତି ଧାନ

ଭୁବନେଶ୍ବର/ଜୟପୁର: ନିଜ ସରକାରୀ ବାସଭବନର ବଗିଚାରେ ଫୁଲ ଗଛ ଲଗାଇ ପୁଣି ନିଜ ସାଧାରଣ ଜୀବନଚର୍ଯ୍ୟାର ପ୍ରମାଣ ଦେଇଛନ୍ତି ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ । କେତେବେଳେ ଖୋଦ ନିଜେ ନିଜ ଜମିରେ ଧାନ କାଟି ଚର୍ଚ୍ଚାରେ ତ ପୁଣି କେତେବେଳେ ଭୁବନେଶ୍ୱର ସ୍ଥିତ ତାଙ୍କ ସରକାରୀ ବାସଭବନରେ ବଗିଚାରେ କାମ କରିବା ଦେଖିବାକୁ ମିଳିଛି । ଛୁଟି ଦିନରେ ମନ୍ତ୍ରୀ ନିଜ ସରକାରୀ ବାସଭବନରେ ସମୟ ଅତିବାହିତ କରିବା ପାଇଁ  ନିଜେ କୋଦାଳ ଧରି ଫୁଲ ବଗିଚାରେ କାମ କରିଛନ୍ତି ।

ପଦ୍ମିନୀ ଦିଆନ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ବେଳେ ପିଲାବେଳଠୁ ସେ ଚାଷ ସହିତ ଜଡ଼ିତ। ଆଜି ମନ୍ତ୍ରୀ ପଦରେ ଥାଇ ମଧ୍ୟ ନିଜ ଜମିରେ ଧାନ ରୋଇବା ଠାରୁ ଆରମ୍ଭ କରି ଧାନ କାଟିଛନ୍ତି। ଚାଷୀ ପରିବାରରୁ ଆସିଥିବା ଯୋଗୁଁ ସେ ସିଧା ସାଧା ଜୀବନ ଯାପନ କରନ୍ତି। ନିଜ ଅଞ୍ଚଳର ଆଦିବାସୀ ମହିଳାଙ୍କ ସହ ମିଶି ଖୁବ ଆନନ୍ଦରେ ଜମିରେ ଧାନ କାଟନ୍ତି ସେ ଯେତେବେଳେ ଟିକିଏ ସମୟ ପାଆନ୍ତି ବୁଲି ଆସନ୍ତି ନିଜ ଚାଷ ଜମି ପଟେ। ନିଜ ଜମିରେ ଧାନ କାଟିବା ସହ ଏବେ ସରକାରୀ ବାସଭବନର ବଗିଚାରେ କାମ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିବା ସହ ସାଧାସିଧା ଜୀବନଯାପନର ପ୍ରମାଣ ଦେଇଛନ୍ତି ଶ୍ରୀମତି ପଦ୍ମିନୀ ଦିଆନ।

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago