ଜୟପୁର (କେ ନ୍ୟୁଜ୍) : ଦିନ ପ୍ରାୟ ୨ଟା ବେଳେ ଝିଅଟି ଶୌଚ ପାଇଁ ଘର ବାହାରକୁ ଯାଇଥିଲା । ହେଲେ ୫ଟା ବେଳକୁ ଦେଖିବାକୁ ମିଳିଲା ଘର ନିକଟ ଏକ ତେନ୍ତୁଳି ଗଛରେ ତାର ଝୁଲନ୍ତା ମୃତଦେହ । ପୋଷାକ ଚିରି ଯାଇଥିଲା ଏବଂ ଦେହରେ କିଛି କ୍ଷତ ଚିହ୍ନ ବି ରହିଛି । ତେଣୁ ସନ୍ଦେହ କରାଯାଉଛି ନାବାଳିକାଟିକୁ ଦୁଷ୍କର୍ମ କରି ହତ୍ୟା କରାଯାଇଛି ।
ଏହି ଘଟଣା ହେଉଛି କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଚିତ୍ରା ପଞ୍ଚାୟତ ବାଘମାରୀ ଗାଁରେ । ଝିଅଟିର ବାପା ଓ ମାମୁଁଙ୍କ ଅଭିଯୋଗକୁ ଆଧାର କରି କୋଟପାଡ଼ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ସେମାନେ ଝିଅକୁ ଭଲ ପାଉଥିବା ଗାଁର ଜଣେ ଯୁବକ ଓ ତାର ଜଣେ ସାଥୀ ବିରୋଧରେ ଅଭିଯୋଗ କରିଛନ୍ତି । ସେମାନେ ହିଁ ଝିଅକୁ ମାରିଥିବା ଆରୋପ ଲଗାଇଛନ୍ତି । ଏପଟେ ପୋଲିସ୍ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…
ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…
ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…