ରାଜ୍ୟ

ଚଳିତବର୍ଷ ସ୍ୱାଭାବିକ ରହିବ ମୌସୁମୀ, ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ବର: ଦେଶର ଚାଷୀଙ୍କ ପାଇଁ ଖୁସି ଖବର । ଚଳିତବର୍ଷ ସ୍ୱାଭାବିକ ରହିବ ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଦେଶରେ ଶତ ପ୍ରତିଶତ ସ୍ୱାଭାବିକ ବର୍ଷା ହୋଇପାରେ । ଏହି ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ । ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଜୁନ୍‌ରୁ ସେପ୍ଟେମ୍ବର ଯାଏ ଲଙ୍ଗ ପିରିୟମ୍‌ ଆଭରେଜରେ ଶହେ ପ୍ରତିଶତ ସ୍ୱାଭାବିକ ବର୍ଷା ହେବ । ଭାରତୀୟ ପାଣିପାଗ ବିଭାଗର ଏହି ପୂର୍ବାନୁମାନ ଚାଷୀକୂଳଙ୍କ ପାଇଁ ଆଶ୍ୱସ୍ତିକର ଖବର ।

KNews Bureau

Recent Posts

ସିଏମ୍‌ଙ୍କ ପତ୍ନୀ ସୁନୀତା କେଜ୍ରିଓ୍ଵାଲଙ୍କୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ‘ସୋସିଆଲ ମିଡିଆରୁ ହଟାଅ ଏହି ଭିଡିଓ’

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରୁ…

5 mins ago

କମ୍ ଦାମରେ ଆସିବାକୁ ଯାଉଛି Vivo Y28s 5G, ମିଳିବ ଦମଦାର ଫିଚର୍ସ

ଯଦି ଆପଣ ଭିଭୋର ଜଣେ ଫ୍ୟାନ୍ ଏବଂ ଏକ ନୂଆ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ…

21 mins ago

ଓଡ଼ିଆ ସଂସ୍କୃତି ଓ ଅସ୍ମିତାର ପର୍ବ ହେଉଛି ରଜ: ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀ

ନୂଆଦିଲ୍ଲୀ : ରଜ ପର୍ବ ଉପଲକ୍ଷେ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ…

43 mins ago

ଟି୨୦ ବିଶ୍ୱକପ ୨୦୨୪: ଭଙ୍ଗାଗଲା ନାସାଉ କାଉଣ୍ଟି ଷ୍ଟାଡିୟମ, ଖର୍ଚ୍ଚ ହୋଇଥିଲା ୨୫୦ କୋଟି

ଟି-୨୦ ବିଶ୍ୱକପରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମ । ମାତ୍ର ୩ ମାସରେ…

44 mins ago

ଉତ୍ତରାଖଣ୍ଡ: ରୁଦ୍ରପ୍ରୟାଗରେ ନଦୀକୁ ଖସିଲା ଯାତ୍ରୀବାହୀ ଗାଡି, ୧୦ ମୃତ

ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଯାତ୍ରୀବାହୀ ଗାଡି ଅଳକାନନ୍ଦା ନଦୀରେ ଖସିପଡିଥିବା ଖବର ମିଳିଛି ।…

49 mins ago

ଅତ୍ୟଧିକ କେଶ ଝଡିବା ଯୋଗୁ ଚିନ୍ତିତ କି ? ଟ୍ରାଏ କରନ୍ତୁ ଏହି ଘର ତିଆରି ତେଲ

ସୁନ୍ଦର ଲମ୍ବା କେଶ ଏବଂ ମୋଟା କେଶ ପାଇବା ପାଇଁ ଲୋକମାନେ ଅନେକ ଉପାୟ ଚେଷ୍ଟା କରନ୍ତି । କିନ୍ତୁ…

51 mins ago