କେନ୍ୟୁଜ୍ : ଓଡ଼ିଶା ଇତିହାସ ପୃଷ୍ଠାରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିଯିବ ୨୦୧୯ ମେ ୨୯ ତାରିଖ। ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ନବୀନଙ୍କ ପ୍ରଥମ କାର୍ଯ୍ୟକାଳ ଥିଲା ୨୦୦୦ ମସିହାରୁ ୨୦୦୪। ସେତେବେଳେ ରାଜ୍ୟପାଳ ଏମ୍. ଏମ୍. ରାଜେନ୍ଦ୍ରନ ଶପଥ ପାଠ କରାଇଥିଲେ। ଦ୍ୱିତୀୟ କାର୍ଯ୍ୟକାଳ ୨୦୦୪ରୁ ଥିଲା ୨୦୦୯। ଦ୍ୱିତୀୟ ଟର୍ମରେ ମଧ୍ୟ ଶପଥ ପାଠ କରାଇଥିଲେ ଏମ୍. ଏମ୍ ରାଜେନ୍ଦ୍ରନ। ୨୦୦୯ରେ ତୃତୀୟ ଥର ଶପଥ ନେଇଥିଲେ ନବୀନ। ଶପଥ ପାଠ କରାଇଥିଲେ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ। ଚତୁର୍ଥ ପାଳିରେ ୨୦୧୪ରେ ଶପଥ ପାଠ କରାଇଥିଲେ ରାଜ୍ୟପାଳ ଏସ୍ ସି ଜମିର। ଏବେ ପଞ୍ଚମ ପାଳିରେ ଶପଥ ପାଠ କରାଇବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍।
କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…
ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଟାଇଫିଂ ସ୍ପିଡ୍ ବହୁତ ଅଧିକ ରହିଥାଏ । ଆପଣ ବି କେବେ ନା…
ମୟୂରଭଞ୍ଜ : ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଥାନାରେ ଅଟକ । ଘଟଣା…
ଭୁବନେଶ୍ୱର : ଷଷ୍ଠ ଥର ନବୀନ ସରକାର । ଓଡ଼ିଶା ଗଣମାଧ୍ୟମ ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ…
ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…
ସୁନ୍ଦରଗଡ(କେନ୍ୟୁଜ୍): ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୭ବର୍ଷ । ଏହି ୭୭ ବର୍ଷରେ ଆସିଛନ୍ତି ଅନେକ ସରକାର । କରିଛନ୍ତି…