ବ୍ରହ୍ମପୁର(କେନ୍ଯୁଜ୍): ୟୁକ୍ରେନରୁ ସୁରକ୍ଷିତ ଭାବେ ଫେରୁଛନ୍ତି ଓଡ଼ିଆ ଛାତ୍ର ଆଦର୍ଶ ପାତ୍ର। ୟୁକ୍ରେନରୁ ବାହାରି ସେ ଏବେ ମୁମ୍ବାଇରେ ପହଞ୍ଚିଛନ୍ତି। ଆଦର୍ଶଙ୍କ ଘର ବ୍ରହ୍ମପୁର ଅଶୋକ ନଗରରେ। ମେଡିକାଲ ପଢିବା ପାଇଁ ଆଦର୍ଶ ୟୁକ୍ରେନ୍ ଯାଇଥିଲେ। ଏବେ ସେଠାରୁ ସେ ସୁରକ୍ଷିତ ଭାବେ ଫେରିଆସିଥିବାରୁ ପରିବାରଲୋକେ ଆଶ୍ୱସ୍ତ ହୋଇଛନ୍ତି। ତାଙ୍କ ଫେରିବା ବାଟକୁ ଅନାଇ ରହିଛନ୍ତି।
ସୂଚନା ଥାଉକି, ଏବେ ଜଳୁଛି ୟୁକ୍ରେନ। ଋଷିଆ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଚାଲିଛି ଲଢେଇ। ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି। ରାଜଧାନୀ କିଭ ଆଡକୁ ଅଗ୍ରସର ହେଉଛି ଋଷ ସେନା । ଆଉ ମାତ୍ର ୨୦ ମାଇଲ ଦୂର ଥିବା ସୂଚନା ମିଳିଛି । କିଭରେ ଶୁଣିବାକୁ ମିଳିଛି ଭୟଙ୍କର ବିସ୍ଫୋରଣର ଶଦ୍ଦ। ୟୁକ୍ରେନକୁ ୩ ପଟୁ ଘେରିଛି ଋଷିଆ। ୟୁକ୍ରେନର ସାମରିକ ବ୍ୟବସ୍ଥାକୁ ଏୟାରଷ୍ଟ୍ରାଇକ କରି ଉଡାଇଦେଇଛି ଋଷିଆ।
ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…
ଭାରତୀୟ ଟିମ୍ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…
ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…
ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…
ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…
ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…