ରାଜ୍ୟ

ଭୀମସାରରେ ଶିଳାନ୍ୟାସ ହେଲା ଅକ୍ସିଜେନ ପ୍ରକଳ୍ପ, ପଶ୍ଚିମ ଓଡ଼ିଶାର ସମସ୍ତ ରୋଗୀଙ୍କୁ ତୁରନ୍ତ ଅକ୍ସିଜେନ ମିଳିବାରେ ସହାୟକ ହେବ

ସମ୍ବଲପୁର(କେନ୍ୟୁଜ୍): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୀମସାରରେ ୧୩ କିଲୋ ଲିଟରର ଦୁଇଟି ମେଡିକାଲ ଅକ୍ସିଜେନ ଷ୍ଟରେଜ ପ୍ଲାଣ୍ଟ ଓ ଗୋଟାଏ ୬୦୦  ଲିଟରର ଅକ୍ସିଜେନ ଜେନେରେଶନ ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି।  ଏହି ଅକ୍ସିଜେନ ପ୍ଲାଣ୍ଟରୁ ତିନି ହଜ଼ାର ଅକ୍ସିଜେନ ଉତ୍ପାଦନ ହେବ ଯାହା ଭୀମସାରର ଦୁଇଟି କୋଭିଡ ହସ୍ପିଟାଲ ପାଇଁ ଯଥେଷ୍ଟ। ପୂର୍ବରୁ ଭୀମସାରରେ ପ୍ରାୟ ୪୨୦ ଲିଟର  ଏଲ୍ପିଏମ ଅକ୍ସିଜେନ ଅନ୍ୟ ଜିଲ୍ଲାର ଆସୁଥିଲା । ହେଲେ ଏହା ଭୀମସାର ପାଇଁ ନିଅଣ୍ଟ ହେବାରୁ ପୁଣି ଏହାର କ୍ଷମତା ୬୦୦ ଲିଟରକୁ ବଢାଯାଇଛି।

ଏହି ପ୍ଲାଣ୍ଟ ଶୀଘ୍ର ହେଲେ ଅନେକ କୋଭିଡ ରୋଗୀ ଏବଂ ଅନ୍ୟ ରୋଗୀ ମାନଙ୍କର ଜୀବନ ତୁରନ୍ତ ବଞ୍ଚେଇ ହେବ। ପୂର୍ବରୁ ଭୀମସାରକୁ ଝାରସୁଗୁଡା  ଜିଲ୍ଲାରୁ ଅକ୍ସିଜେନ ଆସୁଥିଲା।  ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ ହେବା ଦ୍ୱାରା ପଶ୍ଚିମ ଓଡ଼ିଶାର ସମସ୍ତ ରୋଗୀଙ୍କୁ ତୁରନ୍ତ ଅକ୍ସିଜେନ ମିଳିବା ସହିତ କୌଣସି ରୋଗୀ ଅକ୍ସିଜେନ ଅଭାବରୁ ମୃତ୍ୟୁବରଣ କରିବେ ନାହିଁ।

KNews Bureau

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

9 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

14 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

28 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago