ଭୁବନେଶ୍ୱର (କେନ୍ୟୁଜ୍) : ଚାଳକଙ୍କୁ ଚିନ୍ତାରେ ପକାଇଛି ତୈଳ ଦର। ଏବେ ଗାଡି ଚାଳକଙ୍କୁ ଘାରିଲା ପେଟ୍ରୋଲ ଡିଜେଲ ଦାମ୍। ଗତ ୧୬ ଦିନରେ ୧୪ ଥର ବଢ଼ି ପେଟ୍ରୋଲ ଲିଟର ପିଛା ଟପିଲା ୮୪ ଟଙ୍କାକୁ। ଡିଜେଲ ଦରରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଡିଜେଲ ପ୍ରତି ଲିଟର ପିଛା ୮୦ ଟଙ୍କା ପାର କରିଛି। ଫଳରେ ଚିନ୍ତାରେ ଖାଉଟି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ରହିଛି ୮୪ ଟଙ୍କା ୦୪ ପଇସା। ସେହିପରି ପ୍ରତି ଲିଟର ପିଛା ୮୦.୧୭ ଟଙ୍କା ରହିଛି ଡିଜେଲ।
ଟିକସ କମାଇବାକୁ ପେଟ୍ରୋଲିୟମ ବ୍ୟବସାୟୀ ସଂଘର ଆହ୍ଵାନ୍। ଅନ୍ତର୍ଜାତୀୟ ବଜାରରେ ତୈଳଦର ବୃଦ୍ଧିର ପ୍ରଭାବ ପଡୁଛି ବୋଲି କହିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଗୋଟିଏ ଦିନରେ ପେଟ୍ରୋଲ ୨୮ ପଇସା ବଢ଼ିଛି। ଆଜି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ରହିଛି ୯୦ ଟଙ୍କା ୫ ପଇସା। ଯେବେକି ଦିଲ୍ଲୀରେ ୮୩ ଟଙ୍କା ୪୧ ପଇସା ରହିଛି ପେଟ୍ରୋଲ। ସେହିପରି ଡିଜେଲ ୨୯ ପଇସା ବଢ଼ି ୭୩ ଟଙ୍କା ୬୧ ପଇସାରେ ପହଁଚିଛି।
ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…