ବ୍ରହ୍ମପୁର (କେନ୍ୟୁଜ୍) : ଭାରତୀୟ ସ୍ଥଳ ସେନାର ଯୁଦ୍ଧ ପୋଷାକ ବିକ୍ରି ଅଭିଯୋଗରେ ବ୍ରହ୍ମପୁରର ଗଞ୍ଜାମ ଗେଲେକ୍ସିରେ ନାମକ ଏକ ଦୋକାନରେ ମିଲିଟାରୀ ଗୁଇନ୍ଦା ଓ ପୋଲିସର ମିଳିତ ଚଢ଼ାଉ । ୪୮୮ ମିଟର ଯୁଦ୍ଧ ପୋଷାକ ଜବତ । ଦୋକାନ ମାଲିକଙ୍କ ବିରୋଧରେ ପୋଲିସ ରୁଜୁ କଲା ଅପରାଧିକ ମାମଲା । ଏହି ପୋଷାକ କୋଲକତାରୁ ଦୋକାନୀ ଆଣୁଥିବା ବେଳେ ତାହା ଲୁଧିଆନାରୁ କୋଲକତାକୁ ଆସୁଥିଲା । ଜବତ ହୋଇଥିବା ପୋଷାକର ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା । ଏହି ପୋଷାକ ତିଆରି ହେଉଥିବା ସ୍ଥାନ ଓ କେଉଁ ପରିସ୍ଥିତିରେ ବିକ୍ରି ହେଉଥିଲା ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଦେଲେ ବ୍ରହ୍ମପୁର ଏସପି ଡ଼ା ଶ୍ରବଣ ବିବେକ ଏମ ।
ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…