Categories: ରାଜ୍ୟ

ଜିରୋ ନାଇଟ ପାଇଁ ସେଲିବ୍ରେସନ ମୁଡରେ ରାଜଧାନୀବାସିନ୍ଦା, ବିଭିନ୍ନ ହୋଟେଲ ଗୁଡିକରେ ଆରମ୍ଭ ହେଲାଣି ପ୍ରସ୍ତୁତି

ଭୁବନେଶ୍ବର: ଜିରୋ ନାଇଟ ପାଇଁ ସେଲିବ୍ରେସନ ମୁଡରେ ରାଜଧାନୀବାସିନ୍ଦା । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଲୋକେ ବିଭିନ୍ନ ହୋଟେଲ ଗୁଡିକରେ ବୁକିଂ କରିଛନ୍ତି । ହୋଟେଲ ଗୁଡିକ ବି ଲୋକଙ୍କୁ ଆକର୍ଷଣ କରିବା ପାଇଁ ସଜେଇ ହେଲେଣି । କିଏ ରାଜ୍ୟ ବାହାରୁ କଳାକାର ଆଣୁଛନ୍ତି ତ ଆଉ କେହି ବିଭିନ୍ନ ଇଣ୍ଟରନ୍ୟାସନାଲ ଡ୍ୟାନ୍ସରକୁ ନିମନ୍ତ୍ରଣ କରିଛନ୍ତି । ତେବେ ଏହାରି ଭିତରେ ଅଶ୍ଳିଳ ନୃତ୍ୟକୁ ବିରୋଧ କରିବାକୁ ଅଣ୍ଟା ଭିଡିଲେଣି କିଛି ସଙ୍ଗଠନ । ଯେଉଁଠି ଅଶ୍ଳିଳ ନୃତ୍ୟ ପ୍ରଦର୍ଶନ ହେବ ସେଠି ବିରୋଧ କରାଯିବ ବୋଲି ସଙ୍ଗଠନ ଗୁଡିକ ଚେତାବନୀ ଦେବା ଆରମ୍ଭ କଲେଣି ।

ସେପଟେ ଜିରୋ ନାଇଟ ପାଇଁ ସଜାଗ ହେଲାଣି କମିଶନରେଟ ପୋଲିସ । ଟାର୍ଗେଟ ରେ ମଦୁଆ । ମଦପିଇ ବିଳମ୍ବିତ ରାତି ପଯ୍ୟର୍ନ୍ତ ବାହାରେ ବୁଲିଲେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ । ସେହିଭଳି କୌଣସି ଅଘଟଣ ଓ ଟ୍ରାଫିକ୍‌ ସମସ୍ୟାକୁ ଦୁରେଇବା ପାଇଁ, ପୋଲିସ ସଜାଗ ଥିବା କହିଛନ୍ତି ପୋଲିସ କମିଶନର । ଜିରୋ ନାଇଟ୍‌ ପୂର୍ବରୁ ଅପରାଧିଙ୍କ ଉପରେ ନଜର ରଖିବା ପାଇଁ ପୋଲିସ ଆରମ୍ଭ କରିଛି ସ୍ପେଶାଲ ଡ୍ରାଇଭ । ଏଥିପାଇଁ ପାଟ୍ରୋଲିଂ କୁ ଯୋରଦାର କରାଯାଇଛି ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago