Categories: ଟେକ୍

ଏବେ ୩୫ ମିନିଟ୍‌ରେ ଫୁଲ୍‌ ଚାର୍ଜ ହୋଇପାରିବ Xiaomiର ଏହି ସ୍ମାର୍ଟଫୋନ

ସ୍ମାର୍ଟଫୋନ କମ୍ପାନୀ ବାରମ୍ବାର ଫାଷ୍ଟ ଚାର୍ଜିଂକୁ ନେଇ କାମ କରିଆସୁଛି। କିଛି ଦିନ ହେବ ନୂଆ ନୂଆ ଟେକ୍ନୋଲୋଜି ଲଞ୍ଚ ହୋଇଛି। ଏହି ସମୟରେ ଚୀନ୍‌ ସ୍ମାର୍ଟଫୋନ ମେକର Xiaomi ମଧ୍ୟ 100W ଫାଷ୍ଟ ଚାର୍ଜିଂସିଷ୍ଟମ ଘୋଷଣା କରିିଥିଲା। ସୂଚନା ମୁତାବକ ଏହି ସିଷ୍ଟମ ସ୍ମାର୍ଟଫୋନ ଲାଗୁ ହେବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କିନ୍ତୁ କମ୍ପାନୀ ବର୍ତ୍ତମାନ ଏକ ଆଫୋର୍ଡେବଲ ଫାଷ୍ଟ ଚାର୍ଜିଂରେ କାମ କରୁଛି।

ରିପୋର୍ଟ ଅନୁଯାୟୀ Xiaomi 50W ଚାର୍ଜିଂରେ କାମ କରୁଛି ଏବଂ ଯାହାକୁ ଆସନ୍ତା ବର୍ଷ ଫାଷ୍ଟ ହାକରେ ସ୍ମାର୍ଟଫୋନସହ ଲଞ୍ଚ କରାଯିବ। ବିଶେଷ କଥା ହେଉଛି 50W ର ଫାଷ୍ଟ ଚାର୍ଜିଂ ଓ୍ଵାୟରଲେସ ଏବଂ ଓ୍ଵାୟର୍ଡ ଦୁଇଟି। କେବଳ ଏତିକି ନୁହେଁ କମ୍ପାନୀ –ଫାଷ୍ଟ ଚାର୍ଜିଂ ଭଳି ସ୍ମାଂର୍ଟଫୋନରେ ଆସସନ୍ତା ବର୍ଷ ଆରମ୍ଭରେ ଏହି ନୂଆ ନିୟମ ଲାଗୁ ହେବ।

Gizmochina ରିପୋର୍ଟ ଅନୁଯାୟୀ ଚୀନ୍‌ ମାଇକ୍ରୋ ବ୍ଲଗିଂଗ େଓ୍ଵବସାଇଡ୍‌ Weibo ର ପୋଷ୍ଟରୁ ଖୁଲାସା ହୋଇଛି ସାଓମି 66Wଫାଷ୍ଟ ଚାର୍ଜିଂରେ କାମ କରୁଛି। ଏହାକୁ କମ୍ପାନୀ ୨୦୨୦ରେ ନିଜର ପ୍ରଥମ ଫ୍ଲୋଗସିପ୍‌ ସ୍ମାର୍ଟଫୋନରେ ଲାଗୁ କରିବା ପାଇଁ ପ୍ରସ୍ତୁତି ଜାରି ରଖିଛି। ଅର୍ଥାତ Mi 10 Pro ସହ ଆପଣଙ୍କୁ 66W ଫାଷ୍ଟ ଚାର୍ଜିଂର ସପୋର୍ଟ ପାଇପାରିବେ।

ଟିଷ୍ଟର ଅନୁଯାୟୀ Mi 10 Pro କୁ ଏହି ଫାଷ୍ଟ ଚାର୍ଜିଂ ଟେକ୍‌ ବଦଳାଇବାରେ କେବଳ ୩୫ ମିନିଟ୍‌ରେ ଫୁଲ ଚାର୍ଜ କରାଯାଇପାରିବ। ଯଦି ଏଭଳି ହେବ ତେବେ ଏହା ସାଓମି ର ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଶୀଘ୍ର ଚାର୍ଜ ହେଉଥିବା ସ୍ମାର୍ଟଫୋନ ହେବ। କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠିଛି କମ୍ପାନୀ Realme ର SuperVOOC ଫାଷ୍ଟ ଚାର୍ଜିଂ ସହ କଣ ଟକ୍କର ଦେଇ ପାରିବ?

ସୂଚନା ମୁତାବକ Realme 4,000mAh ବ୍ୟାଟେରୀ ଭଳି Realme X2 Pro କୁ 50W ଫାଷ୍ଟ ଚାର୍ଜରରୁ ୩୩ ମିନିଟରେ ସମ୍ପୂର୍ଣ୍ଣ ଚାର୍ଜ କରାଯାଇପାରୁଛି। କିନ୍ତୁ ଟିଷ୍ଟରଙ୍କ କହିବାନୁଯାୟୀ ସାଓମିର 66W ଫାଷ୍ଟ ଚାର୍ଜିଂ ଟେକ୍‌ ବର୍ତ୍ତମାନ ମଧ୍ୟ ଡେଭଲପମେଣ୍ଟ ସ୍ତରରେ ରହିଥିବା ସହ ଏହାକୁ ସ୍ମାର୍ଟଫୋନ ସହ ଲଞ୍ଚ କରିବାରେ କମ୍ପାନୀକୁ ତିନି ରୁ ଚାରି ମାସ ଲାଗିପାରେ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

7 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago