ଭୁବନେଶ୍ୱର (କେ ନ୍ୟୁଜ୍): ଭୁବନେଶ୍ୱର ରେଳ ଷ୍ଟେସନ୍ର ଉଦ୍ଧାର ହେଲା ବିରଳ ପ୍ରଜାତିର ସାପ । ଏହାକୁ ଉଡ଼ନ୍ତା ସାପ ବୋଲି କୁହାଯାଉଛି । ଜଣେ ନାବାଳକ ସାପ ଧରାଳି ଠାରୁ ବନ ବିଭାଗ ଅଧିକାରୀ ଏହି ସାପଟିକୁ ଉଦ୍ଧାର କରିଛନ୍ତି । ନାବାଳକ ଜଣକ ଆସାମର ଆସାନସୋଲରୁ ଆସିଥିଲା । ସେ ଷ୍ଟେସନ୍ରେ ସାପକୁ ଦେଖାଇ ପଇସା ରୋଜଗାର କରିବା ଲକ୍ଷ୍ୟରେ ଥିଲା । ପିଲାଟିକୁ ବନବିଭାଗ କର୍ମଚାରୀ ଅଟକ ରଖିବା ସହ ଏହି ବିରଳ ସାପଟକୁ ଉଦ୍ଧାର କରିଛନ୍ତି ।
ଆମେରିକାରେ ଫାଦର୍ସ ଡେ ରେ ଆୟୋଜିତ ହେଇଥିବା କାର୍ଯ୍ୟକ୍ରମରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ବିମାନରେ ଥିବା…
ପୋଲସରା(କେନ୍ୟୁଜ): ଅସହ୍ୟ ଗରମରେ ଭକ୍ତମାନେ ଛୁଟି ଆସିଛନ୍ତି ମନ୍ଦିର । ମା’ଙ୍କ ଅପୂର୍ବ ଆଳତି ଦର୍ଶନ କରିବାର ସୌଭାଗ୍ୟ ନେଇଛନ୍ତି…
ଉତ୍ତର ପ୍ରଦେଶର ମେରଠରେ ଥିବା ଏକ ଓ୍ଵାଟର ପାର୍କରେ ଘଟିଛି ବଡ଼ ଦୁର୍ଘଟଣା । ଏଠାରେ ସ୍ଲାଇଡିଂ କରିବା ସମୟରେ…
କରଞ୍ଜିଆ : କେନ୍ଦୁଝର ଓ ମୟୂରଭଞ୍ଜରେ ୨୭ ଟିକିଆ ହାତୀପଲଙ୍କ ଉତ୍ପାତ । ଲୋକଙ୍କ ଆଖିରୁ ନିଦ ହଜି ଗଲାଣି…
ମୋହନା : ଗଜପତି ଜିଲ୍ଲା ମୋହନା ଖାରୀଗୁଡା- ଲେକାପଦର ଗାଁ ନିକଟରୁ ୧୫ ଫୁଟର ଅଜଗର ସାପ ଉଦ୍ଧାର କରିଛନ୍ତି…
ମହାରାଷ୍ଟ୍ରର ନାଗପୁରରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ କହ୍ନାନ ନଦୀ ବ୍ରିଜ୍ରେ ଏକ ଦ୍ରୁତଗାମୀ…