ଭୁବନେଶ୍ୱର ରେଳ ଷ୍ଟେସନ୍‌ରୁ ଉଦ୍ଧାର ହେଲା ବିରଳ ପ୍ରଜାତିର ଉଡ଼ନ୍ତା ସାପ

ଭୁବନେଶ୍ୱର (କେ ନ୍ୟୁଜ୍‌): ଭୁବନେଶ୍ୱର ରେଳ ଷ୍ଟେସନ୍‌ର ଉଦ୍ଧାର ହେଲା ବିରଳ ପ୍ରଜାତିର ସାପ । ଏହାକୁ ଉଡ଼ନ୍ତା ସାପ ବୋଲି କୁହାଯାଉଛି । ଜଣେ ନାବାଳକ ସାପ ଧରାଳି ଠାରୁ ବନ ବିଭାଗ ଅଧିକାରୀ ଏହି ସାପଟିକୁ ଉଦ୍ଧାର କରିଛନ୍ତି । ନାବାଳକ ଜଣକ ଆସାମର ଆସାନସୋଲରୁ ଆସିଥିଲା । ସେ ଷ୍ଟେସନ୍‌ରେ ସାପକୁ ଦେଖାଇ ପଇସା ରୋଜଗାର କରିବା ଲକ୍ଷ୍ୟରେ ଥିଲା । ପିଲାଟିକୁ ବନବିଭାଗ କର୍ମଚାରୀ ଅଟକ ରଖିବା ସହ ଏହି ବିରଳ ସାପଟକୁ ଉଦ୍ଧାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.