ରାଜ୍ୟ

ଜାନୁଆରି ୧ରୁ ପିଲାଙ୍କ ପାଇଁ ପଞ୍ଜିକରଣ: ୧୫ରୁ ୧୮ ବର୍ଷ ପିଲା ଅନଲାଇନ ଓ ଅଫଲାଇରେ କରିପାରିବେ ବୁକ୍‌

ଭୁବନେଶ୍ବର(କେନ୍ଯୁଜ୍):୧୫ରୁ ୧୮ ବର୍ଷ ବୟସର ପିଲା କୋଭିଡ଼ ଟିକା ନେବା ପାଇଁ ଉଭୟ ଅନଲାଇନ ଓ ଅନସାଇଟ୍‌ରେ ବୁକ୍‌ କରିପାରିବେ । ଏହାଛଡ଼ା ପିଲାମାନେ କୋ-ଓ୍ଵିନ ଆପ୍‌ ଜରିଆରେ ମଧ୍ୟ ପଞ୍ଜିକରଣ କରିପାରିବେ। ପିଲାମାନଙ୍କ ପାଇଁ ଅଲଗା ଟିକାକରଣ ଟିମ୍‌ ଓ ଅଲଗା ଲାଇନ ହେବ । କୋ-ଓ୍ଵିନ ଆପରେ ଜାନୁଆରୀ ୧ରୁ ରେଜିଷ୍ଟ୍ରେସନ କରିପାରିବେ।

ଜାନୁଆରୀ ୩ରୁ ଅନସାଇଟ ରେଜିଷ୍ଟ୍ରେସନ କରିପାରିବେ। ୧୫ରୁ ୧୮ ବର୍ଷ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯିବ । ଯେଉଁଠି ସମ୍ଭବ ନହେବ, ପୂର୍ବରୁ ଥିବା ଟିକାକରଣ କେନ୍ଦ୍ରରେ ସକାଳ ୮ରୁ ଗୋଟାଏ ମଧ୍ୟରେ ଟିକା ଦିଆଯିବ । ବାକି ସମସ୍ତଙ୍କୁ ଅପରାହ୍ନରେ ଟିକା ଦିଆଯିବ ।

Sonalisa

Recent Posts

ବିଜେପି ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଏମିତି ଆସିଥିଲେ କିଛି ନିଆରା ବ୍ୟକ୍ତି

ଭୁବନେଶ୍ୱର: ଚାରିଆଡ଼େ ପରିବର୍ତ୍ତନର ସ୍ୱର । ଓଡ଼ିଶା ରାଜନୀତିରେ ହୋଇଛି ବଡ଼ ପରିବର୍ତ୍ତନ । ଦୀର୍ଘ ୨୪ ବର୍ଷ ଧରି…

4 mins ago

କଳିଙ୍ଗ ଟିଭିକୁ ଧନ୍ୟବାଦ ଜଣାଇଲେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ମୋହନ ଚରଣ  ମାଝୀ ଏବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ଗତକାଲି ତାଙ୍କ ନେତୃତ୍ୱରେ ବିଜେପି ସରକାର…

32 mins ago

ନାଗପୁର ହିଟ ଆଣ୍ଡ ରନ ମାମଲା ; ୩ଶହ କୋଟିର ସଂପତ୍ତି ପାଇଁ ବୋହୂ ଦେଇଥିଲା ସୁପାରୀ

କି ଯୁଗ ହେଲା । ସମ୍ପତି ଲୋଭ ମଣିଷକୁ ଅନ୍ଧ କଲା । ଭୁଲିଗଲା ସବୁ ସମ୍ପର୍କ । ଶଶୁର…

44 mins ago

ରାଜ୍ୟରୁ ହଟିଲା 5T ଓ ମୋ ସରକାର, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରୁ ହଟିଲା 5T ଓ ମୋ ସରକାର । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ…

1 hour ago

ପୋକ୍ସୋ ମାମଲା: ବିଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରାଯାଇଛି । ବେଙ୍ଗାଲୁରୁର ଏକ…

2 hours ago

ଘର ଉଜାଡିଦେଲା ମଦୁଆ ସ୍ୱାମୀ, ସ୍ତ୍ରୀକୁ ମାରି କିଛି ନଜାଣିବାର ନାଟକ କଲା ନରହନ୍ତା

ଯେଉଁ ହାତରେ ଦିନେ ସ୍ତ୍ରୀ ମଥାରେ ଦେଇଥିଲା ସିନ୍ଦୁର । ଆଜି ସେହି ହାତ ମାରିଦେଲା ସ୍ତ୍ରୀକୁ । ମାରି…

2 hours ago