ନବରଙ୍ଗପୁର(କେନ୍ୟୁଜ୍): ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ । ନବରଙ୍ଗପୁର ଜିଲ୍ଲା ଉମରକୋଟରେ ୯ ମାସ ମଧ୍ୟରେ ଗୋଟିଏ ଦୋକାନରୁ ଦୁଇ ଦୁଇ ଥର ଚୋରି ଅଭିଯୋଗ । ହେଲେ ଦୁର୍ବୃତ୍ତଙ୍କ ଟେର ପାଉନି ପୋଲିସ । ଉମରକୋଟ ସହରରେ ଥିବା ପୂଜା ଓ ମାଆ ଦୋକାନର ପଛ ପଟେ ସିନ୍ଧି ଖୋଳି ଚୋରି କରାଯାଇଛି । ପୂଜା ଦୋକାନରୁ ଲୁଟ୍ ନେଇ ଥାନାରେ ଏତଲା ଦିଆଯାଇଛି । ଦୁର୍ବୃତ୍ତମାନେ ଚୋରି ପରେ ସିସିଟିଭି ମନିଟରକୁ ସାଙ୍ଗରେ ନେଇ ପଳାଇଛନ୍ତି । ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।ଗତ ନଭେମ୍ବରରେ ମଧ୍ୟ ଏହି ପୂଜା ଦୋକାନରୁ ଲୁଟ ହୋଇଥିଲା ।
ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…
ଭଦ୍ରକ( କେନ୍ୟୁଜ୍): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…
ପୁରୀ(କେନ୍ୟୁଜ୍): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…
ଭଦ୍ରକ (କେନ୍ୟୁଜ୍): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…
ଭୁବନେଶ୍ୱର(କେନ୍ୟୁଜ୍): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…
ଭୁବନେଶ୍ୱର(କେନ୍ୟୁଜ୍): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…