କେନ୍ୟୁଜ୍(ବ୍ୟୁରୋ): ଏଥର ବିନା ଭକ୍ତରେ ଗଡିବ ରୁକୁଣା ରଥ। କୋଭିଡ କଟକଣା ଭିତରେ ରୁକୁଣା ରଥ ଯାତ୍ରା ହେବ । ରଥରେ ନିୟୋଜିତ ହେବାକୁ ଥିବା ସେବାୟତଙ୍କର ଆଜିଠୁ ସେମାନଙ୍କର କୋଭିଡ ଟେଷ୍ଟ କରାଯାଉଛି। ଆଜି ଓ ଆସନ୍ତାକାଲି ଦୁଇଦିନ କୋଭିଡ ଟେଷ୍ଟ କରାଯିବ । ରଥ ଟାଣିବା ଓ ରଥ ଉପରେ ବସିବାକୁ ଥିବା ସବୁ ସେବାୟତଙ୍କ କୋଭିଡି ପରୀକ୍ଷା କରାଯାଉଛି ।
ଯାହାର ପଜିଟିଭ ବାହାରିବ ସେମାନେ ରଥଯାତ୍ରାରେ ଅଂଶଗ୍ରହଣ କରିପାରିବେ ନାହିଁ। ସେପଟେ ମହାରଣା ସେବାୟତ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ପ୍ରସ୍ତୁତି କରିବା ପାଇଁ ଲାଗି ପଡିଛନ୍ତି । ଚଳିତ ବର୍ଷ ଭକ୍ତ ସୋସିଆଲ ମିଡ଼ିଆ ମାଧ୍ୟମରେ ଦେଖିବେ ରଥଯାତ୍ରା। ଆସନ୍ତା ୨୦ ତାରିଖ ଆଶୋକାଷ୍ଟାମୀରେ ହେବ ରୁକୁଣା ରଥ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…