rukuna rath

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ସମନ୍ବୟ ବୈଠକ, ନିୟୋଜିତ ହେବେ ୧୨ ପ୍ଲାଟୁନ ପୋଲିସ

ଭୁବନେଶ୍ୱର : ଆସନ୍ତା ମଙ୍ଗଳବାର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ । ରୁକୁଣା ରଥରେ ଚଢ଼ି ପ୍ରଭୁ ଶ୍ରୀଲିଙ୍ଗରାଜ ଯିବେ ମାଉସୀମା’ ଘର। ଏଥିପାଇଁ…

2 months ago

ରାତି ପାହିଲେ ଅଶୋକାଷ୍ଟମୀ, ୩ଟା ୩୦ରେ ଆରମ୍ଭ ହେବ ରଥ ଟଣା

ଭୁବନେଶ୍ୱର(କେନ୍ୟୁଜ) : ରାତି ପାହିଲେ ଅଶୋକାଷ୍ଟମୀ । ମହାପ୍ରଭୁଙ୍କ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । ରୁକୁଣା ରଥଯାତ୍ରାର ଦିନକ ପୂର୍ବରୁ…

1 year ago

ଆସନ୍ତାକାଲି ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ, ଜାଣନ୍ତୁ ନୀତି ନିର୍ଘଣ୍ଟ ସମୟ

ଭୁବନେଶ୍ବର(କେନ୍ୟୁଜ୍):  ଆସନ୍ତାକାଲି ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ଏଥିପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଆଜି ଅନୁଷ୍ଠିତ ହେବ ନେତ ଉତ୍ସବ।…

2 years ago

ଦୀର୍ଘ ଦୁଇ ବର୍ଷ ପରେ ଭକ୍ତ ଦେଖିବେ ରୁକୁଣା ରଥଯାତ୍ରା,  ଶେଷ ପର୍ଯ୍ୟାୟରେ ରଥକାର୍ଯ୍ୟ

ଭୁବନେଶ୍ବର(କେନ୍ୟୁଜ୍): କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ବାବା ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେଉଥିଲା। ମାତ୍ର ଚଳିତ ବର୍ଷ ଭକ୍ତଙ୍କ…

2 years ago

କୋଭିଡ କଟକଣା ଭିତରେ ହେବ ରୁକୁଣା ରଥ ଯାତ୍ରା, ବିନା ଭକ୍ତରେ ଗଡିବ ରୁକୁଣା ରଥ

କେନ୍ୟୁଜ୍(ବ୍ୟୁରୋ):  ଏଥର ବିନା ଭକ୍ତରେ ଗଡିବ ରୁକୁଣା ରଥ। କୋଭିଡ କଟକଣା ଭିତରେ ରୁକୁଣା ରଥ ଯାତ୍ରା ହେବ । ରଥରେ ନିୟୋଜିତ ହେବାକୁ ଥିବା ସେବାୟତଙ୍କର…

3 years ago

ଆଜି ପବିତ୍ର ଅଶୋକାଷ୍ଟମୀ: ହେବନି ପ୍ରଭୂ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, କରୋନା ଭୟ ଯୋଗୁ ଅନୁମତି ଦେଲାନି ପ୍ରଶାସନ

ଭୁବନେଶ୍ବର: ଚଳିତ ବର୍ଷ ଗଡିବନି ରୁକୁଣା ରଥ। କରୋନା କଟକଣା ଯୋଗୁ ରୁକୁଣା ରଥଯାତ୍ରାକୁ ମନା କରିଛି ପ୍ରଶାସନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନ…

4 years ago

ଦିଲ୍ଲୀ ଦେଖିଲା ଓଡ଼ିଶା କଳା ସଂସ୍କୃତିର ଝଲକ, ରାଜପଥରେ ଗଡ଼ିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥର ପ୍ରଜ୍ଞାପନ ମେଢ଼

କେନ୍ୟୁଜ୍(ବ୍ୟୁରୋ): ଅଦିନରେ ଗଡ଼ିଲା ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ରାଜଧାନୀ ନୂଆଦିଲ୍ଲୀର ରାଜପଥରେ ଗଡ଼ିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ଜାନୁଆରୀ ୨୬ ସାଧାରଣତନ୍ତ୍ର…

4 years ago

ଆଜି ପୁଣି ଟଣାଯିବ ରୁକୁଣା ରଥ

ଭୁବନେଶ୍ବର (କେନ୍ଯୁଜ୍) : ଆଜି ପୁଣି ଟଣାଯିବ ରୁକୁଣା ରଥ । ମାଉସୀମା ମନ୍ଦିର ନିକଟକୁ ରଥ ଟଣା ଯିବ । ଗତକାଲି ରଥ ଚଢ଼ି ମାଉସୀ…

5 years ago

ଲିଙ୍ଗରାଜଙ୍କ ରୁକୁଣା ରଥର ନୀତିକାନ୍ତି ସମୟ ହେଲା ଧାର୍ଯ୍ୟ , ଜାଣନ୍ତୁ କେଉଁ ଦିନ ହେବ ଅନୁଷ୍ଠିତ

ଭୁବନେଶ୍ୱର (କେନ୍ୟୁଜ୍): ଆସନ୍ତା ୧୩ତାରିଖରେ ହେବାକୁ ଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥାଯାତ୍ରା ପାଇଁ ଆଜି ସ୍ୱତନ୍ତ୍ର ସର୍କିଟ୍ ହାଉସରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି।…

5 years ago