Browsing Tag

rukuna rath

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ସମନ୍ବୟ ବୈଠକ, ନିୟୋଜିତ ହେବେ ୧୨ ପ୍ଲାଟୁନ ପୋଲିସ

ଭୁବନେଶ୍ୱର : ଆସନ୍ତା ମଙ୍ଗଳବାର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ । ରୁକୁଣା ରଥରେ ଚଢ଼ି ପ୍ରଭୁ ଶ୍ରୀଲିଙ୍ଗରାଜ ଯିବେ ମାଉସୀମା’ ଘର। ଏଥିପାଇଁ ଚଳ ଚଞ୍ଚଳ ହେଲାଣି ଏକମ୍ର କ୍ଷେତ୍ର। ରୁକୁଣା ରଥଯାତ୍ରା ପାଇଁ ପୋଲିସ ଓ ସେବାୟତଙ୍କ ମଧ୍ୟରେ ପ୍ରସ୍ତୁତି ବୈଠକ…

ରାତି ପାହିଲେ ଅଶୋକାଷ୍ଟମୀ, ୩ଟା ୩୦ରେ ଆରମ୍ଭ ହେବ ରଥ ଟଣା

ଭୁବନେଶ୍ୱର(କେନ୍ୟୁଜ) : ରାତି ପାହିଲେ ଅଶୋକାଷ୍ଟମୀ । ମହାପ୍ରଭୁଙ୍କ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । ରୁକୁଣା ରଥଯାତ୍ରାର ଦିନକ ପୂର୍ବରୁ ଆଜି ହେଉଛି ନେତ୍ର ଉତ୍ସବ । ମଧ୍ୟରାତ୍ରିରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ହେବ । ବିଧି…

ଆସନ୍ତାକାଲି ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ, ଜାଣନ୍ତୁ ନୀତି ନିର୍ଘଣ୍ଟ ସମୟ

ଭୁବନେଶ୍ବର(କେନ୍ୟୁଜ୍):  ଆସନ୍ତାକାଲି ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ଏଥିପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଆଜି ଅନୁଷ୍ଠିତ ହେବ ନେତ ଉତ୍ସବ। ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ନୀତି ପରେ ରାତିରେ ଶୁଭ ମୁହୂର୍ତ୍ତରେ ରଥ ପ୍ରତିଷ୍ଠୀ…

ଦୀର୍ଘ ଦୁଇ ବର୍ଷ ପରେ ଭକ୍ତ ଦେଖିବେ ରୁକୁଣା ରଥଯାତ୍ରା,  ଶେଷ ପର୍ଯ୍ୟାୟରେ ରଥକାର୍ଯ୍ୟ

ଭୁବନେଶ୍ବର(କେନ୍ୟୁଜ୍): କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ବାବା ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେଉଥିଲା। ମାତ୍ର ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା କରିବେ ବାବା ଲିଙ୍ଗରାଜ।ଦୀର୍ଘ ଦୁଇ ବର୍ଷ ପରେ ଭକ୍ତ ଦେଖିବେ ରୁକୁଣା ରଥଯାତ୍ରା। ବୁଧବାର…

କୋଭିଡ କଟକଣା ଭିତରେ ହେବ ରୁକୁଣା ରଥ ଯାତ୍ରା, ବିନା ଭକ୍ତରେ ଗଡିବ ରୁକୁଣା ରଥ

କେନ୍ୟୁଜ୍(ବ୍ୟୁରୋ):  ଏଥର ବିନା ଭକ୍ତରେ ଗଡିବ ରୁକୁଣା ରଥ। କୋଭିଡ କଟକଣା ଭିତରେ ରୁକୁଣା ରଥ ଯାତ୍ରା ହେବ । ରଥରେ ନିୟୋଜିତ ହେବାକୁ ଥିବା ସେବାୟତଙ୍କର ଆଜିଠୁ ସେମାନଙ୍କର କୋଭିଡ ଟେଷ୍ଟ କରାଯାଉଛି। ଆଜି ଓ ଆସନ୍ତାକାଲି ଦୁଇଦିନ କୋଭିଡ ଟେଷ୍ଟ କରାଯିବ । ରଥ ଟାଣିବା ଓ ରଥ ଉପରେ ବସିବାକୁ…

ଆଜି ପବିତ୍ର ଅଶୋକାଷ୍ଟମୀ: ହେବନି ପ୍ରଭୂ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, କରୋନା ଭୟ ଯୋଗୁ ଅନୁମତି ଦେଲାନି ପ୍ରଶାସନ

ଭୁବନେଶ୍ବର: ଚଳିତ ବର୍ଷ ଗଡିବନି ରୁକୁଣା ରଥ। କରୋନା କଟକଣା ଯୋଗୁ ରୁକୁଣା ରଥଯାତ୍ରାକୁ ମନା କରିଛି ପ୍ରଶାସନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନ ଗହଳିକୁ ଏଡାଇବା ପାଇଁ ପ୍ରଶାସନ ରୁକୁଣା ରଥଯାତ୍ରାକୁ ମନା କରିଛି । ସେପଟେ ପାରମ୍ପରିକ ରୀତିନୀତି ଅନୁସାରେ ରଥ ନିର୍ମାଣ ଶେଷ ହୋଇଥିଲା।…

ଦିଲ୍ଲୀ ଦେଖିଲା ଓଡ଼ିଶା କଳା ସଂସ୍କୃତିର ଝଲକ, ରାଜପଥରେ ଗଡ଼ିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥର ପ୍ରଜ୍ଞାପନ ମେଢ଼

କେନ୍ୟୁଜ୍(ବ୍ୟୁରୋ): ଅଦିନରେ ଗଡ଼ିଲା ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ରାଜଧାନୀ ନୂଆଦିଲ୍ଲୀର ରାଜପଥରେ ଗଡ଼ିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ଜାନୁଆରୀ ୨୬ ସାଧାରଣତନ୍ତ୍ର ପରେଡରେ ଦିଲ୍ଲୀ ଦେଖିଲା ଓଡ଼ିଶାର ଉତ୍କଷ୍ଟ କଳା ସଂସ୍କୃତିର ଝଲକ ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା…

ଆଜି ପୁଣି ଟଣାଯିବ ରୁକୁଣା ରଥ

ଭୁବନେଶ୍ବର (କେନ୍ଯୁଜ୍) : ଆଜି ପୁଣି ଟଣାଯିବ ରୁକୁଣା ରଥ । ମାଉସୀମା ମନ୍ଦିର ନିକଟକୁ ରଥ ଟଣା ଯିବ । ଗତକାଲି ରଥ ଚଢ଼ି ମାଉସୀ ମାଆ ମନ୍ଦିର ଅଭିମୁଖେ ବାହାରିଥିଲେ ପ୍ରଭୁ ଶ୍ରୀ ଲିଙ୍ଗରାଜ । ହଜାର ହଜାର ଭକ୍ତ ଆନନ୍ଦ ଉଲ୍ଲାସରେ ରୁକୁଣା ରଥକୁ ଟାଣିଥିଲେ । ଲିଙ୍ଗରାଜ ମନ୍ଦିର ନିକଟରୁ କିଛି…

ଲିଙ୍ଗରାଜଙ୍କ ରୁକୁଣା ରଥର ନୀତିକାନ୍ତି ସମୟ ହେଲା ଧାର୍ଯ୍ୟ , ଜାଣନ୍ତୁ କେଉଁ ଦିନ ହେବ ଅନୁଷ୍ଠିତ

ଭୁବନେଶ୍ୱର (କେନ୍ୟୁଜ୍): ଆସନ୍ତା ୧୩ତାରିଖରେ ହେବାକୁ ଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥାଯାତ୍ରା ପାଇଁ ଆଜି ସ୍ୱତନ୍ତ୍ର ସର୍କିଟ୍ ହାଉସରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରଥଯାତ୍ରାଠାରୁ ବାହୁଡ଼ାଯାତ୍ରା ପର‌୍ୟ୍ୟନ୍ତ ବିଭିନ୍ନ ସରକାରୀ ବିଭାଗର କାର‌୍ୟ୍ୟ ସହ…