Below header

ଆଜି ପୁଣି ଟଣାଯିବ ରୁକୁଣା ରଥ

ଭୁବନେଶ୍ବର (କେନ୍ଯୁଜ୍) : ଆଜି ପୁଣି ଟଣାଯିବ ରୁକୁଣା ରଥ । ମାଉସୀମା ମନ୍ଦିର ନିକଟକୁ ରଥ ଟଣା ଯିବ । ଗତକାଲି ରଥ ଚଢ଼ି ମାଉସୀ ମାଆ ମନ୍ଦିର ଅଭିମୁଖେ ବାହାରିଥିଲେ ପ୍ରଭୁ ଶ୍ରୀ ଲିଙ୍ଗରାଜ । ହଜାର ହଜାର ଭକ୍ତ ଆନନ୍ଦ ଉଲ୍ଲାସରେ ରୁକୁଣା ରଥକୁ ଟାଣିଥିଲେ । ଲିଙ୍ଗରାଜ ମନ୍ଦିର ନିକଟରୁ କିଛି ବାଟ ରଥ ଗଡ଼ିବା ପରେ ରଥଟଣା ବନ୍ଦ ରହିଥିଲା । ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଦେଖିବା ପାଇଁ ଏକାମ୍ର କ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.