Below header

ଆଜି ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ

ଆଜି ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ନବବର୍ଷ । ହନୁମାନ ଜୟନ୍ତୀ । ଘରେ ଘରେ ପଣାର ଆସର । ଠାକୁରଙ୍କୁ ଲାଗି ହୋଇଛି ପଣା । ଚାରିଆଡେ ଆଧ୍ୟାତ୍ମିକ ପରିବେଶ । ଦର୍ଶନ ପାଇଁ ମନ୍ଦିରରେ ଭିଡ । ହନୁମାନ ଚାଳିଶା ପାଠରେ କମ୍ପୁଛି ମନ୍ଦିର । ସେହିପରି ଓଡ଼ିଆ ନବବର୍ଷର ଅଭିନନ୍ଦନ ଜଣାଉଛନ୍ତି । ପଞ୍ଜାବୀ ସଂପ୍ରଦାୟ ପକ୍ଷରୁ ବୈଶାଖୀ ପର୍ବ ପାଳନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.