ପୁରୀ (କେନ୍ୟୁଜ୍) : ଭୁବନେଶ୍ୱରରେ ବିଶ୍ୱକପ୍ ହକି ପାଇଁ ବାଲୁକାଶିଳ୍ପୀ ମାନସ ସାହୁ ତିଆରି କରିଛନ୍ତି ସ୍ୟାଣ୍ଡ ଆନିମେସନ୍। ୩ମିନିଟ୍ ୨୩ସେକେଣ୍ଟର ଏହି ସ୍ୟାଣ୍ଡ ଆନିମେସନ୍ ଜରିଆରେ ସେ ବିଶ୍ୱକପ୍ ହକି ପାଇଁ ସମସ୍ତଙ୍କୁ ସ୍ୱାଗତ କରିବା ସହ ଶୁଭେଛା ଜଣାଇଛନ୍ତି। ଏହି ଆନିମେସନ୍ ଭିଡିଓରେ ସେ ଓଡ଼ିଶାର କଳା, ସ୍ଥାପତ୍ୟ ଓ ଐତିହ୍ୟ ପ୍ରଦର୍ଶନ କରିଛନ୍ତି।
ପଶ୍ଚିମବଙ୍ଗ ଦାର୍ଜିଲିଂରେ କାଞ୍ଚନଜଙ୍ଗା ଏକ୍ସପ୍ରେସ ମାଲବାହୀ ଟ୍ରେନ ଦୁର୍ଘଟଣା ପରେ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ନିଖୋଜ ବା…
ଉତ୍ତର ପ୍ରଦେଶର ଶାହାଜହାଁପୁରରେ ଏକ ସିନେମା ହଲ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ହଲ୍ ଭିତରେ ନିଆଁ ଦେଖି ଲୋକମାନେ…
ଗୁଗଲର ସବୁଠାରୁ ବଡ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ହେଉଛି ୟୁଟ୍ୟୁବ୍ । ପ୍ରତ୍ୟେକ ଦିନ ବିଶ୍ୱର କୋଟି କୋଟି ଲୋକ…
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୪ ମାଓବାଦୀ । ଝାଡ଼ଖଣ୍ଡ ଚାଇବାସାରେ ସୁରକ୍ଷାକର୍ମୀଙ୍କ ଏନ୍ କାଉଣ୍ଟରରେ ୪ ମାଓବାଦୀ ନିହତ। ଜଣେ…
ବଜାଜ ନିଜର Pulsar N160ର ଏକ ନୂଆ ଭାରିଆଣ୍ଟ ଲଞ୍ଚ କରିଛି । ଏହା ହେଉଛି ବଜାଜ Pulsar N160…
ପଶ୍ଚିମବଙ୍ଗ ଦାର୍ଜିଲିଂରେ ବଡ଼ ରେଳ ଦୁର୍ଘଟଣା । କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଲା ମାଲବାହୀ ଟ୍ରେନ । ଦୁର୍ଘଟଣାରେ ୫…