ଭୁବନେଶ୍ୱର(କେନ୍ୟୁଜ୍): ଆଜି ଓଡ଼ିଶା ଆସିବେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ୍ଗେ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ଆଉ ହାତରେ କମ୍ ସମୟ ଥିବାରୁ ସମର୍ଥନ ଯୋଗାଡ଼ କରିବେ । ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବରିଷ୍ଠ ନେତା ଶଶୀ ଥରୁର ।
ନିର୍ବାଚନ ପୂର୍ବରୁ ସମର୍ଥନ ଯୋଗାଡ଼ କରୁଛନ୍ତି ଖଡ୍ଗେ। ଓଡ଼ିଶାରୁ ୪୨୮ ଜଣ କଂଗ୍ରେସ ନେତା ମତଦାନ କରିବେ। ଆସନ୍ତା ୧୭ ତାରିଖରେ ହେବ ଏଆଇସିସି ଅଧ୍ୟକ୍ଷ ନିର୍ବାଚନ। ୧୯ରେ ଆସବ ଫଳାଫଳ।
ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଶନିବାର ବିଳମ୍ବିତ ରାତିରେ ଏକ ଜଙ୍ଗଲି ହାତୀ ଆତଙ୍କ ଖେଳାଇଥିଲା । ରାଞ୍ଚି ଜନବସତି ଅଞ୍ଚଳକୁ…
ଆକାଶରେ ବିରଳ ମହାଜାଗତିକ ଘଟଣା । ଗୋଟିଏ ସରଳ ରେଖାରେ ସୌର ମଣ୍ଡଳର ୬ ଗ୍ରହ । ପରେଡ୍ କଲା…
ଲୋକସଭା ନିର୍ବାଚନ ଗଣତି ପୂର୍ବରୁ ନିର୍ବାଚନ ଆୟୋଗ ପ୍ରେସମିଟ୍ କରିଛନ୍ତି । ଚଳିତଥର ମତଦାନରେ ଭାରତ ଐତିହାସିକ ରେକର୍ଡ ହାସଲ…
Redmi Note 13 ସିରିଜରେ ଆଉ ଏକ ଶସ୍ତା 5G ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଛି । ରେଡମିର ଏହି 5G…
ପୁରୀ(କେନ୍ୟୁଜ): ମା’ ରାମଚଣ୍ଡୀ ଠାକୁରାଣୀଙ୍କ ଜଳାଶାୟୀ ଉତ୍ସବ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି । ମା’ଙ୍କ ଉପରେ ସୁବାଷିତ ପାଣି…
ମଖାନା ସ୍ୱାଦରେ ଅମୃତ ପରି ହୋଇଥାଏ । ସେଗୁଡିକକୁ ଆପଣ ଭଜାକି କିମ୍ବା ସାଧା ମଧ୍ୟ ଖାଇପାରିବେ । ତେବେ…