ଆଜି ଓଡ଼ିଶା ଆସିବେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ୍‌ଗେ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ଓଡ଼ିଶା ଆସିବେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ୍‌ଗେ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ଆଉ ହାତରେ କମ୍‌ ସମୟ ଥିବାରୁ ସମର୍ଥନ ଯୋଗାଡ଼ କରିବେ । ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବରିଷ୍ଠ ନେତା ଶଶୀ ଥରୁର ।

ନିର୍ବାଚନ ପୂର୍ବରୁ ସମର୍ଥନ ଯୋଗାଡ଼ କରୁଛନ୍ତି ଖଡ୍‌ଗେ। ଓଡ଼ିଶାରୁ ୪୨୮ ଜଣ କଂଗ୍ରେସ ନେତା ମତଦାନ କରିବେ। ଆସନ୍ତା ୧୭ ତାରିଖରେ ହେବ ଏଆଇସିସି ଅଧ୍ୟକ୍ଷ ନିର୍ବାଚନ। ୧୯ରେ ଆସବ ଫଳାଫଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.