Browsing Tag

mallikarjun kharge

ଗୁଜରାଟୀଙ୍କ ଉପରେ ଟିପ୍ପଣୀ ଦେଇ କ୍ଷମା ମାଗିଲେ ମଲ୍ଲିକାର୍ଜୁନ ଖଡଗେ, X ରେ କଲେ ପୋଷ୍ଟ

ନୂଆଦିଲ୍ଲୀ : କେରଳ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଗୁଜରାଟ ଲୋକଙ୍କ ଉପରେ ଦେଇଥିବା ଟିପ୍ପଣୀକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କ୍ଷମା ମାଗିଛନ୍ତି । ସେ ଜାଣିଶୁଣି ଏଭଳି ଟିପ୍ପଣୀ ଦେଇନଥିଲେ, ଆଉ ଏହାକୁ ଜାଣିଶୁଣି ଭୁଲ୍ ଭାବେ ଦର୍ଶାଯାଉଛି, ତଥାପି ସେ ଦୁଃଖିତ ବୋଲି…

ଖଡ଼ଗେଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ମୋଦି

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଙ୍ଗଳବାର ହଠାତ୍ ଅସୁସ୍ଥ ହୋଇପଡ଼ିଲେ।  ପରେ ତାଙ୍କୁ ବେଙ୍ଗାଲୁରୁର ଏମଏସ ରମୈୟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ତାଙ୍କ ପୁଅ ତଥା କର୍ଣ୍ଣାଟକ ମନ୍ତ୍ରୀ ପ୍ରିୟାଙ୍କ ଖଡ଼ଗେ ଗତକାଲି ଏହା ଘୋଷଣା କରିଛନ୍ତି ।  ଖଡ଼ଗେଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ…

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର, ହସପିଟାଲରେ ଭର୍ତ୍ତି

ବେଙ୍ଗାଲୁରୁ : କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ବୁଧବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ବେଙ୍ଗାଲୁରୁ ଏମଏସ ରାମୈୟା ହସ୍ପିଟାଲରେ କରାଯାଉଛି ଚିକିତ୍ସା । ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି ।…

ସ୍ବାଧୀନତା ଦିବସ ଉତ୍ସବକୁ କାହିକିଁ ଯାଇନଥିଲେ ରାହୁଲ୍ ଓ ଖଡଗେ,ବିଭିନ୍ନ ମହଲରେ ଚର୍ଚ୍ଚା

ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ କରିଥିଲେ । କିନ୍ତୁ ଆଜି ଲାଲ କିଲ୍ଲାରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର କୌଣସି ବଡ଼ ନେତା ସେଠାରେ ଉପସ୍ଥିତ ନଥିଲେ ।  ଏହା ପ୍ରଥମ ଥର ଯେ ଲୋକସଭା ଏବଂ ରାଜ୍ୟସଭାର ବିରୋଧୀ ନେତାମାନେ ସ୍ୱାଧୀନତା ଦିବସରେ ଆୟୋଜିତ…

ଜମ୍ମୁ-କାଶ୍ମୀରରେ ବିଗିଡ଼ିଲା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସ୍ୱାସ୍ଥ୍ୟାବସ୍ଥା, ହାତ ଧରିନେଲେ ଦଳୀୟ ନେତା

ମଞ୍ଚରେ ଅସୁସ୍ଥ ହେଲେ ମଲ୍ଲିକାର୍ଜୁନ ଖଡଗେ । ଜମ୍ମୁ-କାଶ୍ମୀର ନିର୍ବାଚନ ପ୍ରଚାରର ଶେଷ ଦିନରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ସେ କଠୁଆରେ ଏକ ଜନସଭାକୁ ସମ୍ବୋଧିତ କରୁଥିବା ବେଳେ ହଠାତ୍‌ ମଞ୍ଚ ଉପରେ ଅସୁସ୍ଥ ହୋଇପଡ଼ିଥିଲେ । ଖଡଗେ…

ମୋଦି ସରକାରଙ୍କ ଶପଥ ଗ୍ରହଣରେ ସାମିଲ ହେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ

ଆଜି ରାଷ୍ଟ୍ରପତି ଭବନରେ ମନୋନୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ମଲ୍ଲିକାର୍ଜୁନ ଖଡ଼ଗେ । ସୂତ୍ର ମୁତାବକ, କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ଖଡ଼ଗେ ନିଜ ଦଳ ଏବଂ ସହଯୋଗୀମାନଙ୍କ ସହ ଆଲୋଚନା ପରେ ଏହି ନିମନ୍ତ୍ରଣକୁ ସ୍ୱୀକାର…

ସରକାର ଗଢ଼ିବାକୁ ଇଣ୍ଡିଆ ମେଣ୍ଟର ଯୋଜନା: ବୈଠକରେ ସବୁ ଦଳକୁ ସାମିଲ ହେବାକୁ ଖଡଗେଙ୍କ ଆହ୍ୱାନ

ନୂଆଦିଲ୍ଲୀ : ନିର୍ବାଚନ ଫଳାଫଳ ଆସିବା ପରେ ଦିଲ୍ଲୀରେ ନୂଆ ସରକାର ଗଢିବା ପାଇଁ କସରତ ଜୋରଦାର ହୋଇଛି । ଏନଡିଓ ଓ ଇଂଣ୍ଡିଆ ମେଣ୍ଟ ଏଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏନଡିଏ ବୈଠକରେ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ନାମରେ ମୋହର ବାଜିଛି । ଗତକାଲି ପ୍ରଧାନମନ୍ତ୍ରୀ ପଦରୁ ମୋଦି ଇସ୍ତଫା…

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେଙ୍କୁ ମିଳିଲା Z ପ୍ଲସ୍‌ ସୁରକ୍ଷା, ଗୁଇନ୍ଦା ଇନ୍‌ପୁଟ ଆଧାରରେ ନିଷ୍ପତ୍ତି

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେଙ୍କ ସୁରକ୍ଷାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବଡ଼ ପଦକ୍ଷେପ ନେଇଛି । ମନ୍ତ୍ରଣାଳୟ ଖରଗେଙ୍କୁ VIP ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛି । ଅର୍ଥାତ୍‌ କଂଗ୍ରେସ ଅଧ୍ୟକ୍ଷଙ୍କୁ ବର୍ତ୍ତମାନ Z ପ୍ଲସ୍‌ ସୁରକ୍ଷା ଦିଆଯାଇଛି । କୁହାଯାଉଛି ଯେ ଗୁଇନ୍ଦା…

ଓଡ଼ିଶାରେ ଏଆଇସିସି ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ମେଣ୍ଟରେ ଥିବା ଦଳ ସହ କରିବେ ଆଲୋଚନା

ଭୁବନେଶ୍ୱର(କେନ୍ୟୁଜ୍‌ ଓଡ଼ିଶା): ଓଡ଼ିଶାରେ ଏଆଇସିସି ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ। ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଓଡ଼ିଶାରେ ପହଞ୍ଚିବା ପୂର୍ବରୁ ଭୁବନେଶ୍ବରରେ ପହଞ୍ଚିଛନ୍ତି ମଲ୍ଲିକାର୍ଜୁନ। ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ସେଠାରୁ ବିରାଟ ପଟୁଆରରେ…

ଆଜି ଓଡିଶା ଗସ୍ତରେ ଆସୁଛନ୍ତି ମଲ୍ଲିକାର୍ଜୁନ ଖଡଗେ, ଲୋୟର ପିଏମଜିରେ ଓଡ଼ିଶା ବଞ୍ଚାଓ ସମାବେଶରେ ଦେବେ ଯୋଗ

ଭୁବନେଶ୍ୱର (କେନ୍ୟୁଜ): ଆଜି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଏଆଇସିସି ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ । ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ବିରାଟ ପଟୁଆରରେ ଆସିବେ କଂଗ୍ରେସ ଭବନ । ପରେ ଲୋୟର ପିଏମଜିରେ ଆୟୋଜିତ ଓଡ଼ିଶା ବଞ୍ଚାଓ ସମାବେଶରେ ଯୋଗଦେବେ…

ଅମିତ୍‌ ଶାହଙ୍କୁ ପତ୍ର ଲେଖିଲେ ମଲ୍ଲିକାର୍ଜୁନ ଖଡ୍‌ଗେ, ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସୁରକ୍ଷାକୁ ନେଇ ଉଠାଇଲେ ପ୍ରଶ୍ନ

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପତ୍ର ଲେଖିଛନ୍ତି । ଖଡଗେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଆସାମରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ସାମିଲ ଅନ୍ୟ ଲୋକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ସେ ହସ୍ତକ୍ଷେପ…

୨୯ରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସଙ୍ଗଠନକୁ ମଜବୁତ କରିବାକୁ ଦଳୀୟ କର୍ମୀଙ୍କୁ ଦେବେ…

ଭୁବନେଶ୍ୱର (କେନ୍ୟୁଜ): ୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର କସରତ। ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଜୋସ୍ ଭରିବାକୁ ୨୯ ତାରିଖରେ ଓଡ଼ିଶା ଆସିବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଆଜି ଆସୁଛନ୍ତି ପ୍ରଭାରୀ ଡକ୍ଟର ଅଜୟ କୁମାର। ଖଡଗେଙ୍କ ଗସ୍ତ ନେଇ କାର୍ଯ୍ୟ ସୂଚୀ ପ୍ରସ୍ତୁତ…