ରାଜ୍ୟ

ପୁଣି ଖାକିରେ ଲାଗିଲା ଦାଗ : ସମଲିଙ୍ଗୀଙ୍କୁ ଯୌନ ନିର୍ଯାତନା ମାମଲାରେ ମହିଳା SI ଗିରଫ

ଭଦ୍ରକ (କେନ୍ୟୁଜ): ମହିଳାଙ୍କୁ ଯୌନ ନିର୍ଯାତନା ମାମଲାରେ ମହିଳା SI ଗିରଫ। ଗିରଫ ମହିଳା ଏସଆଇ ହେଲେ ତପସ୍ୱିନୀ ମହାପାତ୍ର । ସେ ଭଦ୍ରକ ଜିଲ୍ଲା  ଚୂଡ଼ାମଣି ଥାନାରେ SI ଭାବେ କାମ କରୁଥିଲେ । ତପସ୍ୱିନୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ SI ମହିଳା ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି ।

 

Barsha

Recent Posts

ଆସୁଛି ଓଡ଼ିଶାର ଲୋକପ୍ରିୟ ପର୍ବ ରଜ, ଗାଁ ଗହଳିରେ ଚାଲିଛି ଜୋରଦାର ପ୍ରସ୍ତୁତି

ଆସୁଛି ଓଡ଼ିଶାର ଲୋକପ୍ରିୟ ପର୍ବ ରଜ । ରଜ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କେନ୍ଦୁଝର ଜିଲ୍ଲାରେ ରଜକୁ…

1 hour ago

ଜମ୍ମୁ-କାଶ୍ମୀର: କଠୁଆ ଏନ୍‌କାଉଣ୍ଟରରେ ଆଉ ଜଣେ ଆତଙ୍କୀ ସଫା, ବ୍ୟାଗ୍‌ରୁ ମିଳିଲା ପାକିସ୍ତାନୀ ଚକୋଲେଟ୍‌

ଜମ୍ମୁ-କାଶ୍ମୀରର କଠୁଆରେ ପୁଣି ଜଣେ ଆତଙ୍କୀ ସଫା । ଏଠାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଚାଲିଥିବା ଗୁଳି…

1 hour ago

ଭାରତ ଠାରୁ ପାକିସ୍ତାନ ମ୍ୟାଚ ହାରିବା ପରେ ଲୋକଙ୍କ କମେଣ୍ଟ ନେଉଥିଲେ ୟୁଟ୍ୟୁବର, ରାଗରେ ଗୁଳି କରିଦେଲେ ସିକ୍ୟୁରିଟି ଗାର୍ଡ

ଭାରତ-ପାକିସ୍ତାନ ମଧରେ ଜୁନ୍‌ ୯ ତାରିଖ ନ୍ୟୁୟର୍କରେ ଟି୨୦ ବିଶ୍ୱକପ ମ୍ୟାଚ ଖେଳାଯାଇଥିଲା । ଭାରତ ଏହି ମ୍ୟାଚକୁ ୬…

1 hour ago

ପଶ୍ଚିମବଙ୍ଗରେ ୪ ବର୍ଷର ଝିଅକୁ ବାର୍ଡ ଫ୍ଲୁ, ସତର୍କ କଲା WHO

ବିଶ୍ୱର ଅନେକ ଦେଶରେ ବାର୍ଡ ଫ୍ଲୁ ମାମଲା ବଢ଼ି ଚାଲିଛି । ଆମେରିକାରୁ ନେଇ ୟୁରୋପ ପର୍ଯ୍ୟନ୍ତ ସବୁଠି ଏହି…

2 hours ago

ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ବସ୍ତି, ମିଳିଲା ନିୟମିତ ଜାମିନ

ଖୋର୍ଦ୍ଧା (କେନ୍ୟୁଜ): ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିୟମିତ ଜାମିନ । ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ବସ୍ତି ।…

2 hours ago

ରାଣୀ ଭଳି ସଜେଇ ହୋଇ ଶାଶୁଘର ଯାଇଥିଲେ, ୪ ମାସ ପରେ ମିଳିଲା ମୃତଦେହ

ବଣାଇ (କେନ୍ୟୁଜ) : ଆଖିରେ ଆଖି ଏ ସ୍ୱପ୍ନ ଧରି ବଧୂ ବେଶରେ ସଜେଇ ହେଇଥିଲା । ସବୁର ଝିଅଙ୍କ…

2 hours ago