ପୁଣି ଖାକିରେ ଲାଗିଲା ଦାଗ : ସମଲିଙ୍ଗୀଙ୍କୁ ଯୌନ ନିର୍ଯାତନା ମାମଲାରେ ମହିଳା SI ଗିରଫ
ମହିଳାଙ୍କୁ ଯୌନ ନିର୍ଯାତନା ମାମଲାରେ ମହିଳା SI ଗିରଫ। ଗିରଫ ମହିଳା ଏସଆଇ ହେଲେ ତପସ୍ୱିନୀ ମହାପାତ୍ର ।

ଭଦ୍ରକ (କେନ୍ୟୁଜ): ମହିଳାଙ୍କୁ ଯୌନ ନିର୍ଯାତନା ମାମଲାରେ ମହିଳା SI ଗିରଫ। ଗିରଫ ମହିଳା ଏସଆଇ ହେଲେ ତପସ୍ୱିନୀ ମହାପାତ୍ର । ସେ ଭଦ୍ରକ ଜିଲ୍ଲା ଚୂଡ଼ାମଣି ଥାନାରେ SI ଭାବେ କାମ କରୁଥିଲେ । ତପସ୍ୱିନୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ SI ମହିଳା ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି ।