ଭୁବନେଶ୍ବର : ରାଜ୍ୟର ୧୧୩ ପୌରାଞ୍ଚଳରେ ଲାଗୁ ହେବ ସ୍ମାର୍ଟ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା । ଏହାଦ୍ୱାରା ପୌରାଞ୍ଚଳରେ ଥିବା ଅନ୍ଧାର ଅଞ୍ଚଳକୁ ଆଲୋକିତ କରିବା ପାଇଁ ଲକ୍ଷ୍ୟ ରହିଛି । ୧୧୩ ପୌରାଞ୍ଚଳରେ ୬୧ ହଜାର ୭୯ଟି ଏଲଇଡି ବଲବ୍ ଲଗାଇବା ପାଇଁ ହୋଇଛି ନିଷ୍ପତ୍ତି । ଏଥିପାଇଁ ମୋଟ ୨୬୯.୮୩ କୋଟି ଖର୍ଚ୍ଚ ହେବ। ପିପିପି ମୋଡ଼ରେ ତିନୋଟି ଘରୋଇ ସଂସ୍ଥା ଦ୍ୱାରା ଏହାକୁ କାର୍ଯ୍ୟକାରୀ କରାଯିବ। ଏନେଇ ସମ୍ପୃକ୍ତ କମ୍ପାନୀଙ୍କ ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଟେଣ୍ଡର ପ୍ରକ୍ରିୟା ଦ୍ୱାରା ଏହି ତିନୋଟି କମ୍ପାନୀକୁ ଚୟନ କରାଯାଇଛି। ଆସନ୍ତା ମେ ମାସ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକାରୀ ହେବ।
କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ଅପରାହ୍ନରେ କିଛି କିଛି ସ୍ଥାନରେ ଘଡଘଡି ସହିତ ହାଲୁକା ବର୍ଷା ଲାଗି…
କଟକ (କେନ୍ୟୁଜ୍) : ଜୀବନ ବଞ୍ଚାଇ ଦେଲେ ରମେଶ। କଟକ ରେଳବାଇ ପୋଲିସ୍ କର୍ମଚାରୀଙ୍କ ସାହସିକତା ପାଇଁ ବଞ୍ଚି ଗଲା…
ଭୁବନେଶ୍ୱର: ଚାରିଆଡ଼େ ପରିବର୍ତ୍ତନର ସ୍ୱର । ଓଡ଼ିଶା ରାଜନୀତିରେ ହୋଇଛି ବଡ଼ ପରିବର୍ତ୍ତନ । ଦୀର୍ଘ ୨୪ ବର୍ଷ ଧରି…
ଭୁବନେଶ୍ୱର (କେନ୍ୟୁଜ): ମୋହନ ଚରଣ ମାଝୀ ଏବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ଗତକାଲି ତାଙ୍କ ନେତୃତ୍ୱରେ ବିଜେପି ସରକାର…
କି ଯୁଗ ହେଲା । ସମ୍ପତି ଲୋଭ ମଣିଷକୁ ଅନ୍ଧ କଲା । ଭୁଲିଗଲା ସବୁ ସମ୍ପର୍କ । ଶଶୁର…
ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରୁ ହଟିଲା 5T ଓ ମୋ ସରକାର । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ…