ପାରାଦ୍ବୀପ(କେନ୍ୟୁଜ): ସମୁଦ୍ର ଭିତରୁ ସନ୍ଦେହ ଅବସ୍ତାରେ ପାରା ଉଦ୍ଧାର। ପାରାର ଗୋଡ଼ରେ କ୍ୟାମେରା ଓ ଚିପ ଥିବାବେଳେ ପାରା ଟି ଉଦ୍ଧାର ହୋଇଥିବା ଜଣାପଡ଼ିଛି । ପାରାର ଦେହରେ ବିଦେଶୀ ଭାଷା ଲେଖାଥିବା ବେଳେ ପାରାଦୀପରୁ 42 ନଟିକାଲ ମାଇଲ ଦୂରରେ ଏହାକୁ ଠାବ କରିଥିଲେ କିଛି ମାଛ ଧରା ଟ୍ରଲର।
ମାଛ ଧରିବା ବେଳେ ସାରଥି ଟ୍ରଲର ପାରାକୁ ଉଦ୍ଧାର କରିଛି ବୋଲି କୁହାଯାଉଛି। ପାରାଦୀପ ମେରାଇନ ପୋଲିସକୁ ପାରାଟିକୁ ହସ୍ତାନ୍ତର କରାଯାଇଥିଲା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏ ସମ୍ପର୍କରେ ପଚାରିବାରୁ ତଦନ୍ତ ଚାଲିଛି ତଦନ୍ତ ସରିବାପରେ ସଠିକ ତଥ୍ୟ ଜଣା ପଡ଼ିବ ବୋଲି ମେରାଇନଥାନା ଅଧିକାରୀ କହିଛନ୍ତି।
ଭୁବନେଶ୍ବର : ବାତ୍ୟା ଓ ବର୍ଷା ନେଇ ସ୍ବତନ୍ତ୍ର ରିଲିଫ୍ କମିସନର ଜାରି କଲେ ସତର୍କ ସୂଚନା । ଏନେଇ…
ବିଶ୍ୱର ଅନେକ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ହେତୁ ତାପମାତ୍ରା ଏତେ ବୃଦ୍ଧି ପାଇଛି ଯେ ଏହି ଉତ୍ତାପକୁ ସହ୍ୟ କରିବା…
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର କଲମପୁର ଅଞ୍ଚଳରେ ଗତ କିଛିଦିନ ହେଲା ବଣୁଆ ହାତୀ ଆତଙ୍କ ଖେଲାଇଛି । କିଛି…
ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଏକ ରାସାୟନିକ କାରଖାନାରେ ନିଆଁ ଲାଗିଥିବାର ଖବର ଆସିଛି । କାରଖାନା ଭିତରେ ବଏଲର ଫାଟିଯିବା…
ଯେକୌଣସି ସମୟରେ ଓ୍ଵାକିଂ କରିବା ହେଉଛି ସବୁଠାରୁ ସହଜ ଫିଟନେସ୍ ଏକ୍ସରସାଇଜ୍ । ତେବେ ପ୍ରତିଦିନ ଓ୍ଵାକ ଆପଣଙ୍କ ପୁରା…
ସାଲେପୁର : ଆଜି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡିଶା ଗ୍ରସ୍ତରେ ଆସି ସାଲେପୁର କୁଳିଆ ଆର ଏମସି…