କେନ୍ୟୁଜ୍(ବ୍ୟୁରୋ): ପୁରୀ ଗଜପତିଙ୍କ ଶ୍ରୀନହରରେ ଅନୁଷ୍ଠିତ ହୋଇଛି ସୁନିଆଁ ପର୍ବ । ଗଜପତି ସିଂହାସନ ଆରୋହଣ କରିବା ପରେ ନୂତନ ଅଙ୍କ ବର୍ଷର ଘୋଷଣା କରାଯାଇଥିଲା । ରାଜଗୁରୁମାନେ ଗଜପତିଙ୍କୁ ବନ୍ଦାପନା କରିବା ସହ ଗଜପତିଙ୍କ ଶାସନର ୬୩ତମ ଅଙ୍କ ଓ ନୂତନ ବର୍ଷ ୧୪୨୮ର ଘୋଷଣା ହୋଇଥିଲା ।
ଏହି ଅବସରରେ ପୁରୀ ନିକଟସ୍ଥ ୧୬ ଶାସନ ବ୍ରାହ୍ମଣ, ମଠାଧିଶ ଓ ସନ୍ଥମାନେ ଶ୍ରୀନହରରେ ଉପସ୍ଥିତ ଥିଲେ । ଗଜପତିଙ୍କୁ ସମସ୍ତେ ଆଶୀର୍ବାଦ କରିବା ସହ ଭେଟି ପ୍ରଦାନ କରିଥିଲେ ।
ଭୁବନେଶ୍ୱର : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…
ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…
ରାଜଧାନୀ ଦିଲ୍ଲୀର ପ୍ରେମ୍ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…
ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…
ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…
ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…