Categories: ରାଜ୍ୟ

‘ଗୁଣି କରି ମୋ ସ୍ତ୍ରୀର ଗର୍ଭ ନଷ୍ଟ କରୁଥିଲେ, ମୁଁ ମାରି ଦେଲି’

ବାରିପଦା (କେନ୍ୟୁଜ୍) : ଡାହାଣୀ ସନ୍ଦେହରେ ଏକାଥରେ ଦୁଇ ଦୁଇ ଜଣଙ୍କୁ ହତ୍ୟା ! ହତ୍ୟାକାରୀ ଶ୍ୟାମ ବାସକେ ଜାମଦା ଥାନାରେ ଆତ୍ମସମର୍ପଣ । ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ମଧୁପୁର ଗ୍ରାମରେ ହୋଇଛି ଏହି ଡବଲ ମର୍ଡର । ଶ୍ୟାମ ବାସକେଙ୍କର ନିଜ ଗାଁର ତିନି ଜଣ ମହିଳାଙ୍କ ଉପରେ ସନ୍ଦେହ ଥିଲା । ସେମାନେ ଗୁଣି ଗାରେଡି କରି ତାଙ୍କ ସ୍ତ୍ରୀର ପାଞ୍ଚ ପାଞ୍ଚଥର ଗର୍ଭ ନଷ୍ଟ କରିଥିବା ସେ ସନ୍ଦେହ କରୁଥିଲେ ।

ତେଣୁ ଆକ୍ରମଣ କରିଥିଲେ ଏହି ଦୁଇ ପଡୋଶୀ ମହିଳାଙ୍କୁ । ସେମାନଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଥିଲେ ।ମୃତ ମହିଳାମାନେ ହେଉଛନ୍ତି ଗ୍ରାମର କାର୍ମି ମୁର୍ମୁ  ଓ ସୂର୍ଯ୍ୟ ହେମ୍ବ୍ରମ । ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା ବେଳେ ନିଜ ସାନ ମା’ ଜବା ବାସକେଙ୍କୁ ତୀର ମାଡ଼ କରିଥିଲେ ।

ସେ ଆହତ ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି । ସେପଟେ ଅଘଟଣ ଘଟାଇବା ପରେ ଜାମଦା ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ।

KNews Bureau

Recent Posts

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

6 mins ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

22 mins ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

3 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

3 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

3 hours ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

4 hours ago