Categories: ରାଜ୍ୟ

ସୁପ୍ରିମକୋର୍ଟରେ ପୁରୀ ରିପୋର୍ଟ ଦାଖଲ କଲେ ଆମିକସ୍‌ କ୍ୟୁରୀ ରଞ୍ଜିତ୍‌ କୁମାର

ପୁରୀ: ସୁପ୍ରିମକୋର୍ଟରେ ପୁରୀ ରିପୋର୍ଟ ଦାଖଲ କଲେ ଆମିକସ୍‌ କ୍ୟୁରୀ ରଞ୍ଜିତ୍‌ କୁମାର । ଗତ ସେପ୍ଟେମ୍ବର ୭ ତାରିଖରେ ଆମିକସ୍‌ କ୍ୟୁରୀ ରଞ୍ଜିତ୍‌ କୁମାର ପୁରୀ ଆସିଥିଲେ । ପୁରୀରେ ପୁନର୍ବିନ୍ୟାସ ଓ ଉଚ୍ଛେଦ କାମର ତଦାରଖ କରିଥିଲେ । ଏସଂପର୍କିତ ରିପୋର୍ଟ ଆମିକସ୍‌ କ୍ୟୁରୀ ଦାଖଲ କରିଛନ୍ତି । ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ । ବିଚାରପତି ଅରୁଣ ମିଶ୍ରଙ୍କ ଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ପୂର୍ବରୁ ରିପୋର୍ଟ ଦାଖଲ ପାଇଁ ଦୁଇ ସପ୍ତାହ ସମୟ ମାଗିଥିଲେ ଆମିକସ କ୍ୟୁରୀ ରଞ୍ଜିତ କୁମାର । ଆମିକସ କ୍ୟୁରୀ କହିଥିଲେ ପୁରୀ ପ୍ରଶାସନ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟରେ ସୁପ୍ରିମକୋର୍ଟ ବହୁତ ଖୁସି । ଉଚ୍ଛେଦ ସମୟରେ ସମସ୍ତଙ୍କ ଥଇଥାନ ବ୍ୟବସ୍ଥା ହେବା ଦରକାର । ଥଇଥାନ ବ୍ୟବସ୍ଥା ସୂଚାରୁ ରୂପେ ଚାଲିଛି । ଏହି କାର୍ଯ୍ୟରେ କେହିବି ଦୁଃଖି ହେବା କଥା ନୁହେଁ । ସମସ୍ତଙ୍କ ଥଇଥାନ ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଉଛନ୍ତି ।

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

19 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

28 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago