ରାଜ୍ୟ

ରାତିରେ ଭିଡିଓ କରି କହିଲେ ‘ମୋ ଜୀବନ ପ୍ରତି ବିପଦ ଅଛି’, ଆଉ ସକାଳୁ ମିଳିଲା ମୃତଦେହ!

ଭୁବନେଶ୍ୱର (କେନ୍ୟୁଜ): ” ମୋ ଜୀବନ ପ୍ରତି ବିପଦ ଅଛି । ଏମାନେ ମୋତେ ମାରିଦେବେ । ପରିବାରର ସତ୍ୟ ନାରାୟଣ ବିଶ୍ଵାଳ, ସ୍ମୁତି ରଂଜନ ବିଶ୍ଵାଳ ଏବଂ ଜଣେ ଘରୋଇ ବ୍ୟାଙ୍କ ଅଧିକାରୀ ସ୍ଵର୍ଣ୍ଣଲତା ସାହୁ ମୋତେ ମାରିବାକୁ ଚେଷ୍ଟା କରୁଛନ୍ତି।” ଏଭଳି କିଛି ମୋବାଇଲ୍ ସାମ୍ନାରେ କହିବା ପରେ ବାଲିପାଟଣା ଥାନା ଭାକରସାହି ଗ୍ରାମ ବିଶ୍ଵାଳ ସାହିର ରଶ୍ମି ରଂଜନ ବିଶ୍ଵାଳଙ୍କର ମୃତ୍ୟୁ ହୋଇଛି । ରାତିରେ ଏହି ଭିଡିଓ କରି କହିଥିଲେ ଆଉ ସକାଳୁ ତାଙ୍କର ମୃତ୍ଯୁ ହୋଇସାରିଥିଲା।

ରଶ୍ମି ରଂଜନ ବେକରେ ଗାମୁଛା ଲଗାଇ ଶୁକ୍ରବାର ସକାଳେ ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଛନ୍ତି । ମାତ୍ର ତାଙ୍କ ମୃତଦେହକୁ ପରିବାର ଲୋକ ତରବରିଆ ଭାବେ ପୋଡ଼ି ଦେଇଛନ୍ତି। ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଯଦି ରଶ୍ମି ରଂଜନ ଆତ୍ମହତ୍ୟା କରିଛନ୍ତି ତେବେ ପରିବାର ସଦସ୍ୟ ପୋଲିସ୍‌ କୁ କାହିଁକି ସୂଚନା ଦେଇ ନଥିଲେ।

ପୋଲିସ ଏହା ଜାଣିବା ପରେ ଚୁପ୍ ହୋଇ ବସି ରହିଛି କାହିଁକି? ରଶ୍ମି ରଂଜନ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି? କେଉଁ କାରଣରୁ ତାଙ୍କୁ ତାଙ୍କ ପରିବାର ସଦସ୍ୟ ମାରିବାକୁ ଚେଷ୍ଟା କରିଥିଲେ? ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ବାଲିପାଟଣା ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଏବେ ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ କରିଛି।

Sonalisa

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

6 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

17 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

30 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

33 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

53 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago