ଟେକ୍

ଆପଣଙ୍କ ସାଥି ହ୍ଵାଟ୍ସଆପରେ କାହାକୁ ଅଧିକ କରୁଛନ୍ତି ମେସେଜ୍‌, ଏହି ସହଜ ଟ୍ରିକରୁ ଲଗାନ୍ତୁ ପତ୍ତା

ହ୍ଵାଟ୍ସଆପ୍‌ ମ୍ୟାସେଜିଙ୍ଗ ଆପର ବ୍ୟବହାର ପ୍ରାୟ ସମସ୍ତେ କରୁଛନ୍ତି । କେବଳ ଭାରତ ନୁହେଁ ସାରା ଦୁନିଆରେ ହ୍ଵାଟ୍ସଆପ୍‌ ହେଉଛି ଏକ କମନ୍‌ ଜରିଆ । ଅନେକ ଥର ଲୋକମାନେ ନିଜ ପାର୍ଟନରକୁ ହ୍ଵାଟ୍ସଆପରେ ଅଧିକ କଥା ହେଉଥିବାର ଦେଖନ୍ତି । ଏହା ଦେଖି ଟେନସନ୍‌ ବି ହୋଇଯାନ୍ତି । ପାର୍ଟନରଙ୍କ ସୁରକ୍ଷାକୁ ନଜରରେ ରଖି ମଧ୍ୟ ଏହା ବିଷୟରେ ଜାଣିବା ଜରୁରୀ ହୋଇଯାଇଥାଏ । ଯେପରି ଆପଣଙ୍କ ସାଥି କୌଣସି ଖରାପ ସଙ୍ଗତିର ପ୍ରଭାବରେ ପଡିଯାଇନାହାଁନ୍ତି ତ ? ଏମିତିରେ ଯଦି ପାର୍ଟନର ମଧ୍ୟ ଅଧିକାଂଶ ସମୟ ହ୍ଵାଟ୍ସଆପ ଚାଟିଙ୍ଗରେ ବ୍ୟସ୍ତ ରହୁଥାନ୍ତି ତାହେଲେ ଆପଣଙ୍କୁ ଆଉ ଏଥିପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାହିଁକିନା ଏବେ ଆପଣ ଅତି ସହଜରେ ଜାଣିପାରିବେ ଯେ ଆପଣଙ୍କ ପାର୍ଟନର ହ୍ଵାଟ୍ସଆପରେ କାହାକୁ ସହ ସବୁଠାରୁ ଅଧିକ ମେସେଜ୍‌ ପଠାଉଛନ୍ତି ଏବଂ ଲଗାତର ଚାଟିଙ୍ଗ କରୁଛନ୍ତି । ଏଥିପାଇଁ ଏକ ସହଜ ହ୍ଵାଟ୍ସଆପ ଟ୍ରିକ ରହିଛି, ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଆମେ ଯାହା ବିଷୟରେ କଥା ହେଉଛି ସେ ଏକ ଫିଚର ଅଟେ । ଯାହା ସାହାଯ୍ୟରେ ଆପଣ ସମସ୍ତ ଡିଟେଲ୍‌ ସମ୍ପର୍କରେ ଜାଣିପାରିବେ । ଏମିତି ତ ଏହି କାମ କରିବାର ସବୁଠାରୁ ସହଜ ତରିକା ହେଉଛି ଆପଣ ସର୍ବପ୍ରଥମେ ନିଜ ପାର୍ଟନରଙ୍କ ଫୋନ୍‌ ପାସଓ୍ଵାର୍ଡକୁ ନେଇ ହ୍ଵାଟ୍ସଆପ୍‌ ଓପନ କରନ୍ତୁ । ଏବଂ ତାଙ୍କ ଚାଟ୍ସ ଉପରେ ନଜର ପକାନ୍ତୁ ଏବଂ ତାଙ୍କ ଗ୍ରୁପ୍ସ ଚେକ କରନ୍ତୁ । ଯଦି ଆପଣ ଏପରି କରିପାରୁନାହାଁନ୍ତି ତାହେଲେ ଆପଣ ଅନ୍ୟ ଏକ ତରିକା ବି ଆପଣାଇପାରିବେ । ଯେମିତିକି ବନ୍ଧୁଙ୍କ ସହ ଚାଟିଙ୍ଗ, ସମ୍ପର୍କୀୟଙ୍କ ସହ ଚାଟିଙ୍ଗ୍‌ କିମ୍ବା ଅନ୍ୟ କ୍ଲୋଜ୍‌ ଲୋକଙ୍କ ସହ କଥାବାର୍ତ୍ତା କରି ମଧ୍ୟ ଏହା ବିଷୟରେ ପତ୍ତା ଲଗାଇପାରିବେ । ଆପଣ ଏହା ମଧ୍ୟ ଜାଣିପାରିବେ ଯେ ଆପଣଙ୍କ ପାର୍ଟନର କାହା ସହ ସବୁଠାରୁ ଅଧିକ କଥା ହେଉଛନ୍ତି । ଯଦି ଏମିତି କଲେ କୌଣସି ସମସ୍ୟା ହେଉଛି ତାହେଲେ ଆଉ ଏକ ତରିକା ବି ଆପଣଙ୍କ ବଡ କାମରେ ଆସିବ ।

  1. ପାର୍ଟନର କାହା ସହ କଥା ହେଉଛନ୍ତି ଏହା ଜାଣିବା ପାଇଁ ପ୍ରଥମେ ନିଜର ହ୍ଵାଟ୍ସଆପକୁ ଓପନ କରନ୍ତ । ଏବଂ ସାଇଡ କର୍ଣ୍ଣରରେ ଥିବ ଥ୍ରି ଡଟ୍ସ ମେନ୍ୟୁ ଉପରେ କ୍ଲିକ କରନ୍ତୁ ।
  2. ଏହାପରେ ସେଟିଙ୍ଗକୁ ଯାଇ କ୍ଲିକ କରନ୍ତୁ । ଏଠାରେ ଆପଣଙ୍କୁ ଅନେକ ସାରା ଅପ୍ସନ ନଜର ଆସିବ । ଏଠାରେ ଆପଣ ଷ୍ଟୋରେର ଆଣ୍ଡ ଡାଟା ନାମକ ଅପ୍ସନ ନଜର ଆସିବ । ସେଠାରେ କ୍ଲିକ କରନ୍ତୁ ।
  3. ଏଠାରେ ଆପଣଙ୍କୁ ଅନେକ ଅପସନ ଶୋ କରିବ ସେଠାରେ ମ୍ୟାନେଜ ଷ୍ଟୋରେଜ ଅପ୍ସନ ମିଳିବ । ତାହା ଉପରେ କ୍ଲିକ କରନ୍ତୁ ।
  4. ସେଠାରେ କ୍ଲିକ କରିବା ପରେ ହିଁ ଆପଣଙ୍କ ଅନକେ ଅପ୍ସନ ଦେଖାଯିବ । ଯାହାର ନାମ ପ୍ରଥମେ ରହିବ, ତାଙ୍କ ସହିତ ଆପଣ ସବୁଠାରୁ ଅଧିକ କଥା ହେଉଛନ୍ତି ।
Pritiparna

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

4 seconds ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

11 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

24 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

27 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

47 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago