ରାଜ୍ୟ

ବଲାଙ୍ଗିର: ଛାତ୍ରଛାତ୍ରୀଙ୍କଠାରୁ ଶିକ୍ଷକମାନେ ଟଙ୍କା ନେଉଥିବାର ଭିଡିଓ ଭାଇରଲ, କପି ପାଇଁ ନା ଅନ୍ୟ କିଛି କାରଣ ଏନେଇ ଉଠିଛି ପ୍ରଶ୍ନ

ବଲାଙ୍ଗିର(ବ୍ୟୁରୋ):  ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ଗାଁରେ ଥିବା ବି.ଆର୍‌ ଆମ୍ବେଦକର ହାଇସ୍କୁଲର ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କଠାରୁ ଟଙ୍କା ନେଉଥିବା ଭିଡିଓ ଭାଇରାଲ ହେଉଛି। ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ କପି ଯୋଗାଇ ଦିଆଯିବ ବୋଲି ଏହି ଭିଡିଓରେ କିଏ ଜଣେ କହୁଛନ୍ତି। ଏହି ଭିଡିଓରେ ଟଙ୍କା ନେଇଥିବା ସତ କିନ୍ତୁ କୌଣସି କପି ଯୋଗାଇଦେବା ପାଇଁ ନୁହେଁ ବରଂ ସ୍କୁଲର ବାର୍ଷିକ ଫିସ୍‌ ନେଉଥିବା କହିଛନ୍ତି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୃତିବାସ ଦାସ। ସ୍କୁଲକୁ ବଦ୍‌ନାମ କରିବାକୁ କିଏ ଏମିତି ଭିଡିଓ ଭାଇରାଲ କରି ମିଥ୍ୟା ତଥ୍ୟ ଦେଇଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କହିଛନ୍ତି।

KNews Bureau

Recent Posts

ଫିଲ୍ମ ‘କଲ୍କି 2898 AD’ର ଟ୍ରେଲର ରିଲିଜ୍‌ ପୂର୍ବରୁ ସାମ୍ନାକୁ ଆସିଲା ଦୀପିକାଙ୍କ ଦମ୍‌ଦାର ଲୁକ୍‌

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ଦୀର୍ଘ ଦିନ ଧରି ଖୁବ୍‌ ଚର୍ଚ୍ଚାରେ ରହିଆସିଛି…

17 mins ago

ବିହାରର ୮ ସାଂସଦଙ୍କୁ ମୋଦି କ୍ୟାବିନେଟ୍‌ରେ ଜାଗା ! ଦିଲ୍ଲୀରୁ ଆସିଛି ଫୋନ୍‌ କଲ୍‌

ଏଥର ଏନ୍‌ଡିଏ ସରକାର ଗଠନରେ କିଙ୍ଗମେକରର ଭୂମିକା ଗ୍ରହଣ କରିଛି ବିହାରର ଜେଡିୟୁ । ଏହି ଦଳର ଦୁଇ ନେତାଙ୍କୁ…

21 mins ago

ହସ୍ପିଟାଲ ବେଡରୁ ପୁଅ ଚୋରି, ମୁଣ୍ଡ ବାଡ଼େଇ କାନ୍ଦୁଛି ମା’

ବାଲେଶ୍ୱର : ପୁଣି ସାମ୍ନାକୁ ଆସିଲା ପିଲା ଚୋରି ଅଭିଯୋଗ । ହସ୍ପିଟାଲ ବେଡ୍‌ରୁ ଶିଶୁ ପୁତ୍ରକୁ ଚୋରି କରି…

34 mins ago

୧୨ ତାରିଖ ସନ୍ଧ୍ୟାରେ ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ଼ ସୋ

ଭୁବନେଶ୍ଵର : ୧୨ ତାରିଖ ଦିନ ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ଼ ସୋ । ବୁଧବାର ସନ୍ଧ୍ୟାରେ ଜୟଦେବ ବିହାର…

47 mins ago

ୟୁଜର୍ସଙ୍କ ପାଇଁ ଆସିଲା ଦମ୍‌ଦାର ଅଫର, ବେଷ୍ଟ କ୍ୟାମେରା ଫୋନ୍ Google Pixel 8ରେ ମିଳୁଛି ଭାରି ଡିସକାଉଣ୍ଟ

ଯଦି ଆପଣ ଫଟୋଗ୍ରାଫି ପାଇଁ ଏକ ଭଲ ସ୍ମାର୍ଟଫୋନ୍ ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି…

1 hour ago

ବାଇକ ରାକେଟ ଠାବ, ୭ ଗିରଫ, ୫ ବାଇକ ଜବତ

ଝାରସୁଗୁଡ଼ା : ଝାରସୁଗୁଡ଼ା ପୋଲିସର ବଡ ସଫଳତା । ପୋଲିସ ହାତରେ ଧରା ପଡ଼ିଲେ ବାଇକ ଲୁଟେରା ଗ୍ୟାଙ୍ଗ। ତାଙ୍କ…

1 hour ago