ରାଜ୍ୟ

ରାଜଧାନୀରେ ସୁବଳ ମହାରଣାଙ୍କ ଦ୍ବାରା ନିର୍ମିତ ବିଶ୍ବର ସବୁଠୁ କୁନି ରଥ ! ଗିନିଜି ବୁକ୍‌ରେ ସ୍ଥାନିତ କରିବାକୁ କରିବେ ଆବେଦନ

ଭୁବନେଶ୍ବର: ରାଜଧାନୀ ବାସିନ୍ଦା ସୁବଳ ମହାରଣା। ଷ୍ଟେଟବ୍ୟାଙ୍କରେ କାମ କରନ୍ତି । ଫୁରସତ ମିଳିଲେ ଲାଗିପଡନ୍ତି ନିଜର କୁଳ ବେଉଷାରେ । କିଛି ନୂଆ ଜିନିଷ ତିଆରି କରିବାକୁ ସବୁବେଳେ କରିଥାନ୍ତି ଚେଷ୍ଟା । ତେବେ ଏହି ଲକଡାଉନ ସମୟରେ ସେ ସମୟ ବାହାର କରି ନିର୍ମାଣ କରିଛନ୍ତି କୁନି ରଥ । ଯାହାର ଉଚ୍ଚତା ୨.୩ ସେମି, ଚଉଡା ୧.୯ ସେମି ଓ ଓଜନ ୧.୧୪୦ ମିଲି ଗ୍ରାମ ।

ଲିମ୍ବ କାଠ, ବେଲ, ଚନ୍ଦନ, ତୁଳସୀ, ଦୁବ ଓ ଗୁଆକୁ ବ୍ୟବହାର କରି ସେ କରିଛନ୍ତି ଏହି କୁନି ରଥ । ନିର୍ମାଣ କରିବା ପାଇଁ ତାଙ୍କୁ ଲାଗିଥିଲା ୧୫ ଘଣ୍ଟା । ଆଗକୁ ୧ସେମି ଉଚ୍ଚତାର ଏକ ରଥ ନିର୍ମାଣ କରିବା ନେଇ ତାଙ୍କର ଇଚ୍ଛା ଅଛି । ତେବେ ଏହି ରଥଟି ବିଶ୍ୱର ସବୁଠାରୁ ଛୋଟ ରଥ ବୋଲି ଦାବି କରିଛନ୍ତି ସୁବଳ । ସେ ଏହାକୁ ଗିନିଜି ବୁକ୍‌ରେ ସ୍ଥାନିତ କରିବାକୁ ଆବେଦନ କରିବେ । ରଥ ବିକ୍ରି ବାବଦ ଟଙ୍କାକୁ ସେ ମୁଖ୍ୟମନ୍ତ୍ରୀ ରିଲିଫି ଫଣ୍ଡକୁ ଦେବେ ବୋଲି କହିଛନ୍ତି ।

Sonalisa

Recent Posts

ସଲମାନ ଖାନଙ୍କୁ ଜୀବନରୁ ମାରିଦେବାକୁ ଧମକ, FIR ପଞ୍ଜିକୃତ; ରାଜସ୍ଥାନରୁ ଅଭିଯୁକ୍ତ ଗିରଫ

ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କୁ ପୁଣି ମିଳିଛି ହତ୍ୟା ଧମକ । ଏହି ଘଟଣାରେ ମୁମ୍ବାଇ ସାଉଥ୍‌ ସାଇବର ଥାନାରେ…

3 mins ago

ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ତିନି ରଥର…

22 mins ago

ଗ୍ରୀଷ୍ମ ଋତୁରେ ଶରୀରରେ ଦେଖାଦେଇ ପାରେ ଭିଟାମିନ୍‌ Dର ଅଭାବ, ବୟସ୍କ ଲୋକଙ୍କୁ ରହିଥାଏ ଅଧିକ ବିପଦରେ

ବର୍ତ୍ତମାନ ସମସ୍ତ ସ୍ଥାନରେ ପ୍ରବଳ ଖରା ହେଉଛି । ଲୋକମାନଙ୍କ ପାଇଁ ଏହି ଗରମ ସହିବ ବହୁତ କଷ୍ଟକର ହୋଇପଡିଛି…

26 mins ago

ଆଜି ହେଉଛି ତିନି ଦିନିଆ ରଜ ଉତ୍ସବର ଶେଷ ଦିନ, ଆସନ୍ତାକାଲି ବସୁମତି ସ୍ନାନ

ରଜ ପାଇଁ ଉତ୍ସବ ମୁଖର ହୋଇଉଠିଛି ପୁର ପଲ୍ଲୀ । ଗାଁ ଦାଣ୍ଡରେ ରଜର ମହମହ ବାସ୍ନା । ବିଶେଷ…

30 mins ago

ଜମି ଜମା ବିବାଦକୁ ନେଇ କରୁଣ ପରିଣିତି, ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା

ମୟୁରଭଞ୍ଜ : ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଭୁଲିଗଲା ସବୁ ସମ୍ପର୍କ । ପିଲାଦିନେ ଯେଉଁ…

41 mins ago

ଫ୍ରିରେ ଏସି ଚଲାଇବାକୁ ଚାହୁଁଛନ୍ତି କି ? ଘର ଛାତ ଉପରେ ଲଗାନ୍ତୁ ଏହି ମେସିନ୍‌

ଆପଣ ଏହି ଗରମରେ ନିଜ ଘରେ ନିଶ୍ଚିତ ଭାବେ ଏସି ଲଗାଇଥିବେ । ଏସିର ବିଲ୍‌ ବି ଅଧିକ ଆସୁଥିବ…

43 mins ago