ରାଜ୍ୟ

ଆଶ୍ଚର୍ଯ୍ୟ ହେଉଛନ୍ତି କି ? ଓଡିଶାରେ ସେଓ ଚାଷ କରି ସଫଳ ହେଲେ ତିନି ଭାଇ

ସେଓ ଆମ ଦେଶର କେବଳ ଜମ୍ମୁ କଶ୍ମରୀ ଏବଂ ଉତ୍ତରାଖଣ୍ଡ ରାଜ୍ଯର ଜଳବାୟୁରେ ହୋଇଥାଏ। ଏହି କାରଣରୁ ସେଓ ଅନ୍ଯ ସବୁ ରାଜ୍ଯରେ ଉଚ୍ଚା ଦରରେ ବିକ୍ରୀ ହୋଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ ଏବେ ଓଡିଶାରେ ସଫଳ ହୋଇଛି ସେଓ ଚାଷ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ଜମନକିରା ବ୍ଲକ ଗମ୍ଭରାମୁଣ୍ଡା ଗ୍ରାମର ତିନି ଭାଇ ନିଜ ଘର ପଛ ପଟେ ସେଓ ଚାଷ କରିବାରେ ସଫଳ ହୋଇଛନ୍ତି।

ଗଛରେ ଫଳିଛି ତାଜା ସେଓ। ଆଉ କିଛି ଦିନ ପରେ ଏହା ପୁରାପୁରି ପରିପକ୍ବ ହୋଇଯିବ। ଏହା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକର ଗମ୍ଭରାମୁଣ୍ଡା ଗାଁର ଦୃଶ୍ୟ । ଏହି ଗାଁର ତିନି ଭାଇ ନିଜ ବାଡି ପଛ ପଟେ ସେଓ ଫଳେଇବାରେ ସଫଳ ହୋଇଛନ୍ତି। ଏହି ଗାଁର ଉମାକାନ୍ତ କଉଡି ଏବଂ ତାଙ୍କ ଦୁଇ ଭାଇ ମିଶି ୫୦ଟି ସେଓ ଗଛର ବଗିଚା କରିଛନ୍ତି।

ମୁଖ୍ଯତଃ ସମ୍ବଲପୁର ଜିଲ୍ଲାରେ ସେଓ ଫଳର ଦାମ ବେଶି ହୋଇଥିବାରୁ ସେମାନେ ସେଓ ବଗିଚା କରିବା ପାଇଁ ମନସ୍ଥ କରିଥିଲେ। ଏହାପରେ ତିନି ଭାଇ ଚାଷ କରିବା ପ୍ରକ୍ରିୟା ଅନଲାଇନରେ ଦେଖି ଉନ୍ନତ କିସମର ଫଳର ଚାରା ମଗାଇ ନିଜ ବାଡି ପଛ ପଟେ ଲଗାଇଥିଲେ। ବର୍ତ୍ତମାନ ସେଓ ଚାଷ କରି ଫଳ ଫଲେଇବାରେ ଖୁସି ହୋଇଛନ୍ତି ତିନି ଭାଇ। ଏନେଇ ସେମାନେ ଆଗାମୀ ଦିନରେ ୫୦୦ ସେଓ ଗଛ ଲଗାଇବା ପାଇଁ କହିଛନ୍ତି।

KNews Bureau

Recent Posts

ଫ୍ଲୋରିଡାରେ ପ୍ରବଳ ବର୍ଷା, ଟି୨୦ ବିଶ୍ୱକପ ଉପରେ ପଡିପାରେ ପ୍ରଭାବ

ଫ୍ଲୋରିଡାରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ଦେଖାଦେଇଛି । ଫଳରେ ଟି୨୦ ବିଶ୍ୱକପ ଉପରେ ପ୍ରଭାବ ପଡିପାରେ ।…

34 mins ago

ନିଷ୍କ୍ରିୟ ବେଳେ ଫୁଟିଲା ବୋମା, ଜଣେ ହାବିଲଦାର ମୃତ

କଟକ (କେନ୍ୟୁଜ): ଫୁଟିଲା ବୋମା । ହାବିଲଦାର ମୃତ । କଟକ ସଦର ଥାନା କାଠଯୋଡ଼ି ନଦୀପଠାରେ କମିଶନରେଟ ପୋଲିସର…

51 mins ago

୨୦୦ ଫୁଟ ତଳକୁ ଖସିଲା ବିଦ୍ୟୁତ ବିଭାଗ ଗାଡି, ୭ ଗୁରୁତର

ଗଜପତି (କେନ୍ୟୁଜ): ୨୦୦ ଫୁଟ ତଳକୁ ଖସିଲା ବିଦ୍ୟୁତ ବିଭାଗ ଗାଡି । ୭ ଜଣ ଗୁରୁତର ।ଗ ଜପତି…

60 mins ago

ସିକ୍କିମରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ: ୬ ମୃତ, ଫସିଛନ୍ତି ୧୫୦୦ ପର୍ଯ୍ୟଟକ

ସିକ୍କିମରେ ଲଗାତାର ବର୍ଷା ଯୋଗୁଁ ପରିସ୍ଥିତି ଖରାପ ହୋଇଛି । ଏଠାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଅତିକମରେ…

1 hour ago

ପ୍ରଥମ ରଜରେ ପୋଖରୀରେ ବୁଡି ମା-ଝିଅଙ୍କ ସଲିଳ ସମାଧି

ନବରଙ୍ଗପୁର (କେନ୍ୟୁଜ): ଆଜି ପହିଲି ରଜରେ ଗାଁଠୁ ସହର ସବୁଠି ଉତ୍ସାହ ଓ ଆନନ୍ଦର ମାହୋଲ । ହେଲେ ନବରଙ୍ଗପୁର…

2 hours ago

କୁଏତ ନିଆଁରେ ମୃତ୍ୟୁବରଣ କରିଥିବା ୪୫ ମୃତଦେହ ଭାରତରେ ପହଞ୍ଚିଲା, ପରିଚୟ ପାଇଁ ହେବ ଡିଏନଏ ଟେଷ୍ଟ

କୁଏତରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ୪୯ ମୃତକଙ୍କ ମଧ୍ୟରୁ ୪୫ ଭାରତୀୟ ବୋଲି ଜଣାପଡିଛି । ତେବେ ଏହି…

2 hours ago