ପୁରୀ(କେନ୍ୟୁଜ୍): ଟିକ୍ଟକ୍ କରି ଫସିଗଲେ । ଶ୍ରୀମନ୍ଦିର ଭିଡ଼ିଓ ଭାଇରାଲ କରି ଥାନାରେ ପହଞ୍ଚିଲେ ଯୁବତୀ । ଭିଡ଼ିଓ ଭାଇରାଲ କରିଥିବା ଯୁବତୀଙ୍କୁ ଅଟକ ରଖିଛି ପୁରୀ ସିଂହଦ୍ୱାର ଥାନା ପୋଲିସ । ନିମାପଡ଼ାରେ ସାଂସ୍କୃତିକ କାର୍ଯ୍ୟକ୍ରମବେଳେ ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ତାଙ୍କ ବିରୋଧରେ ସିଂହଦ୍ୱାର ଥାନାରେ ୪ଟି ଆଇନରେ ମାମଲା ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ଅରୁଣ କୁମାର ଜେନା । ୨୯୫(A),୩୦,୬୬ IT ଆକ୍ଟ, ୩୦(କ)ରେ ମାମଲା ରୁଜୁ ହୋଇଛି । ଗତ ୨୮ ତାରିଖରେ ଯୁବତୀଙ୍କ ଟିକଟକ ଆକାଉଣ୍ଟରେ ଶ୍ରୀମନ୍ଦିରର ଭିତର ବେଢା ଓ ଆନନ୍ଦ ବଜାର ଭିଡିଓ ଭାଇରାଲ ହୋଇଥିଲା । ଶ୍ରୀମନ୍ଦିରକୁ ପ୍ରବେଶ ସହ ଭଜନ ମଧ୍ୟ ଭିଡିଓରେ ଉତ୍ତୋଳନ ହୋଇଥିଲା ।
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…